ଆଜିର ରାଶିଫଳ ମଙ୍ଗଳବାର ୧୮ ମଇ ୨୦୨୧

ମେଷ: ଆପଣଙ୍କୁ ଏହି ସମୟ ମଧ୍ୟରେ ବ୍ୟବସାୟ ରୁ ସଫଳତା ମିଳିବ । ଆପଣ ନିଜାର କିଛି ପୂରୁଣା ବ୍ୟବସାୟୀ ମାନଙ୍କ ପାଖରୁ ଅନେକ କିଛି ନୂଆ ଉପାୟ ପାଇ ପାରିବେ । ଯାହା ଆପଣଙ୍କୁ ନିଜର ବ୍ୟାପାରରେ ବୃଦ୍ଧି ଓ ନିଜକୁ ଆଗକୁ ଯାଇ ଏକ ଭଲ ବ୍ୟାପାରୀ ରୂପେ ପରିଚିତ କରାଇବ । ଆପଣଙ୍କ ଘରେ ଯଦି କିଛି ଅସାନ୍ତି ଥିବ ତାହେଲେ ସେ ସବୁର ସମାଧାନ ମିଳିଯିବ । ଏହା ପାଇଁ ଆପଣଙ୍କର ମାନସିକ ଶାନ୍ତି ରହିବ । ଆପଣ ନିଜ ସନ୍ତାନ କୁ ନେଇ କିଛି ବ୍ୟସ୍ତ ରହି ପାରନ୍ତି । ଏଥର ରାହୁ ର ଶୁଭ ପ୍ରଭାବ ପାଇଁ ଆପଣ ଯାହାବି କରିବେ ତାହା ଆପଣ ଙ୍କୁ ଶୁଭ ଫଳ ପ୍ରଦାନ କରିବ । ରାହୁର ପ୍ରଭାବ ରହି ଥିବାରୁ ଯାହା ବି କରିବା ପାଇଁ ଚାହିଁ ବେ ଆପଣ ଅଧିକ ନ ଭାବି କରିନେବେ । କାରଣ ଅଧିକ ଭାବିବା ଦ୍ଵାରା ମଣିଷ ନିଜକୁ ଦୂବିଧାରେ ପକାଏ ।
ମିଥୁନ: ଆପଣ ନିଜର କାମକୁ ଅଧିକ ଧ୍ୟାନରେ କରନ୍ତୁ । ଏହି ସମୟ ଆପଣଙ୍କୁ ମିଶ୍ରିତ ଫଳ ଦେବ । ଆପଣ ନିଜ ଘର କାମରେ ଅଧିକ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ କିଛି ଥକା ଅନୁବଭାବ ହୋଇ ପାରେ । ଏହାକୁ ନେଇ ଚିନ୍ତା କରିବା ଛାଡି ଦିଅନ୍ତୁ । ଆପଣ ଟିକେ ଭାବୁକ ପ୍ରକୃତିର ଲୋକ ହୋଇ ଥିବା ରୁ ଅନେକ ଲୋକମାନେ ଆପଣଙ୍କ ପାଖକୁ ନିଜର କାମ କିମ୍ବା କଥା ନେଇ ଆସିପାରନ୍ତି । ଆପଣ ପଛରେ ଛାଡି ଆଶୀଥବା କିଛି କାମ ଆଜି ସାରିବେ । ଆପଣ ମନ୍ଦିର କୂ ନଯାଇ ମଧ୍ୟ ଘରେ ଭଗବାନଙ୍କୁ କିଛି ସମୟ ପାଇଁ ଧ୍ୟାନ କରନ୍ତୁ, ଆପଣ ନିଜର ପ୍ରସନ୍ନ ର ଉତ୍ତର ପାଇ ଯିବେ ।
ସିଂହ:ଆପଣଙ୍କ ପାଖରେ ଆତ୍ମ ବିଶ୍ଵାସ ଭରିକରି ରହିବ । ଆପଣ କିଛି ଜିନିଷର ଆବିଷ୍କାର କରି ପାରିବେ । ଆପଣ ପ୍ରତେକ କ୍ଷେତ୍ରରେ ଆଗରେ ରହିବେ । ଦିନର ଆରମ୍ଭ ଭଲ ହୋଇ ଥିବା ବେଳେ ଆପଣଙ୍କୁ ସାରା ଦିନ ଫୁରତି ଲାଗିବ । ନିଜର ପ୍ରତେକ କାମକୁ ଆଜି ଖୁବ ଜୋଷ ରେ କରିବେ । ଆପଣ ଆଜି ଭଗାବାନ ସୂର୍ଯ୍ୟ ଙ୍କ ଭଳି ନିଜକୁ କର୍ମଠ ଓ ତେଜୀୟାନ ଅନୁଭବ କରିବେ ।
ତୁଳା:ନିଜର ଖୁସି ଭିତରେ ଆପଣ ଅନ୍ୟର ଖୁସି ମଧ୍ୟ ଦେଖିବେ । ଆପଣ ନିଜ ପରିବାର ସହ ଭଲ ସମୟ କାଟିବେ । ଆପଣ ଚାହିଁଲେ କିଛି ନୂଆ ଖାଇବା ବନେଇକି ନିଜ ପରିବାର ଲୋକଙ୍କୁ ଖୁସି ଦେଇ ପାରିବେ । ଆପଣଙ୍କର ଏଭଳି ସ୍ଵଭାବ ପାଇଁ ଘରର ବଡ ଲୋକମାନେ ସନ୍ତୁଷ୍ଟ ଓ ଖୁସି ହେବେ । ଆପଣ ଯଦି ରାଜନୀତିରେ ଅଛନ୍ତି ତେବେ ଆପଣ ଜାଣିଥିବେ କି ଆପଣ ନିଜର ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଇବାକୁ ଯାଉଛନ୍ତି ।
ଧନୁ:ଆପଣଙ୍କର କିଛି ଜରୁରି କାମ ଯାହା ଆପଣଙ୍କର ପାଇଁ ନିହାତି ଫଳପ୍ରଦ ତାହାକୁ ଆଜି ଆପଣ ନିଜ ଜାଗାରେ ରହି ସମାଧାନ କରିପାରିବେ । ଆପଣ ନିଜର ଓ ପରିବାର ପ୍ରତେକ ଲୋକଙ୍କ ପାଇଁ ଚିନ୍ତିତ ରହିବେ ସେମାନଙ୍କ ସ୍ଵାସ୍ଥ ସାଧାରଣ ଖରାପ ରହି ପାରେ ଏହି ସମୟ ଭିତରେ । ଆପଣ ଏହାକୁ ଚିକିସ୍ଛା କରନ୍ତୁ । ଆପଣ ନିଜର ମାତା ପିତା ଏବଂ ଛୋଟ ପିଲାଙ୍କର ଧ୍ୟାନ ଏହି ସମୟ ମଧ୍ୟରେ ଅଧିକ ରଖନ୍ତୁ । ଆପଣଙ୍କର ଏହି ସମୟରେ ଅଧିକ ଡାଇତ୍ଵ ବଢି ପାରେ । ଏହାକୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣ ସମୟ ପାଇଲେ ହନୁମାନ ଯୀଙ୍କୁ ସ୍ମରଣ କରନ୍ତୁ ନିଜକୁ ସମସ୍ୟାରୁ ମୁକ୍ତ କରାଇ ପାରିବେ ।
କୁମ୍ଭ: ଏହି ରାଶିର ଲୋକମାନେ କିଛି ମାଙ୍ଗଳିକ କାମରେ ନିଜକୁ ବ୍ୟସ୍ତ କରୀବେ । ଆପଣ ନିଜ ପରିବାର ଲୋକଙ୍କ ସହ ସମୟ ବିତାଇକି ଭଲ ଅନୁଭବ କରୀବେ । ଆପଣଙ୍କର କିଛି ଉପାୟ କିମ୍ବା କିଛି କାମକୁ ନେଇଥିବା ମତ ଭୁଲ ହୋଇ ପାରେ । ଆପଣ ନିଜକୁ ଆତ୍ମବିଶ୍ଵାସର ସହ ଆଗକୁ ନିଅନ୍ତୁ ଶୁଭ ଫଳ ପାଇବେ । ଆପଣଙ୍କର ଶରୀର ଆଗ ଅପେକ୍ଷା ଭଲ ରହିବ । ଆପଣ ଭୋଜନରେ ନିଜର ପ୍ରିୟ ଜିନିଷ ଖାଇବା କୁ ପାଇବେ । ଆପଣ କିଛି ଗରିବ ଅବହେଳିତ ଲୋକଙ୍କୁ ସାହାଜ୍ଯ କରୀବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...