![]() ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱିତୀୟା ଦିବା ୦୮:୦୫:୦୭ ଗତେ ତୃତୀୟା ତିଥି। ମକରଚନ୍ଦ୍ର ସନ୍ଧ୍ୟା ୦୫:୦୫ ଗତେ କୁମ୍ଭଚନ୍ଦ୍ର। ଧନିଷ୍ଠା ନିଶାନ୍ତ ୦୫:୧୬:୪୯ ଗତେ ଶତଭିଷା ନକ୍ଷତ୍ର। ଶରଣ। ଭାରତୀୟ ସେନା ଦିବସ। ପଞ୍ଚଗ୍ରହକୂଟ ଶେଷ। ଦ୍ୱିତୀୟା ତିଥିରେ ଭେଜିବାଇଗଣ ଏବଂ ଦିବା ୦୮:୦୫:୦୭ ଗତେ ତୃତୀୟା ତିଥିରେ ପୋଟଳ ଭକ୍ଷଣ ନିଷେଧ।
|
![]() |
ମେଷ |
![]() |
ବୃଷ |
ଉଦାସ ଉଦାସ ଲାଗିବ। ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ସନ୍ଧ୍ୟା ୦୫:୦୫ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି।
![]() |
ମିଥୁନ |
![]() |
କର୍କଟ |
![]() |
ସିଂହ |
![]() |
କନ୍ୟା |
![]() |
ତୁଳା |
![]() |
ବିଛା |
![]() |
ଧନୁ |
![]() |
ମକର |
![]() |
କୁମ୍ଭ |
![]() |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]