Browsing Category
ଓଡିଶା ଖବର
ଜାତୀୟ ଭୋଟର ଦିବସ ଅବସରେ ଡାବୁଗାଁ ରେ ଭୌରବ ଉଚ୍ଚ ମଧ୍ୟକମିକ ବିଦ୍ୟାଳୟ ତରଫରୁ ସଚେତନତା ରେଲି ଅନୁଷ୍ଠିତ
।ନବରଙ୍ଗପୁର :- ଜାନୁଆରୀ 25 ଜାତୀୟ ଭୋଟର ଦିବସ।ଏହି ଅବସରରେ ଡାବୁଗାଁ ବ୍ଲକ ତରଫରୁ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମକ ବିଦ୍ୟାଳୟରେ ଅଧକ୍ଷ ରମେଶ ଚନ୍ଦ୍ର ନାୟକଙ୍କ!-->…
Read More...
Read More...
ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେଓଡ଼ିଆ ଭାଷା ସଂପାନ କାର୍ଯ୍ୟକ୍ରମ ଉଦଯାପିତ
ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ଓଡିଶା ରାଇଜେ ଓଡ଼ିଆ ଭାଷା, ଆମ ପରିଚୟ ଆମ ଭରଷା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ!-->…
Read More...
Read More...
ପାପଡା ହାଣ୍ଡି ବ୍ଲକ ଗଦବାକତରା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଦିବସ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ
ନବରଙ୍ଗପୁର :-ପାପଡା ହାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟରେ ଏକ ଦିବସୀୟ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ ହୋଇଛି। ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ!-->…
Read More...
Read More...
ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ
ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବାରକୋଟ ଡଁରା ବାଳିକା ଉଚ୍ଚ ବିଦ୍ୟାଳୟରେ ବାରକୋଟ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ସୁଶ୍ରୀ ଗାୟତ୍ରୀ!-->…
Read More...
Read More...
ବରିଷ୍ଟ ନାଗରିକ ମାନଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଦେବଗଡ ଜିଲ୍ଲା ବାରକୋଟ ଅନ୍ତର୍ଗତ କେଲଡା ଗ୍ରାମପଂଚାୟତ ର କେଲଡା ଗ୍ରାମର ଗ୍ରାମଖଳା ଠାରେ ବରିଷ୍ଠ ନାଗରିକମାନଂକୁ ନେଇ ଏକ ବରିଷ୍ଠ ନାଗରିକ ସାମର୍ଦ୍ଧନା ସଭା!-->!-->!-->…
Read More...
Read More...
ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୟନ୍ତି ଅବସରରେ ବକ୍ତୃତା ପ୍ରତିଯୋଗିତା
ଦେବଗଡ (କୋଶଲ ନ୍ୟୁଜ୍):- ଓଡ଼ିଶାର ସୁଯୋଗ୍ଯ ସନ୍ତାନ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତି ଅଗ୍ରଣୀ ନାଟ୍ୟାନୁଷ୍ଠାନ ବାମଣ୍ଡା କଳାକାର!-->…
Read More...
Read More...
ତାବଡାରେ ୧୪ତମ କ୍ଲଷ୍ଟର ସ୍ତରୀୟ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ
ଦେବଗଡ଼ (କୋଶଲ ନ୍ୟୁଜ୍):- ସରକାରୀ ପ୍ରାଥମିକ ବିଦ୍ୟାଳୟ ତାବଡା କଲୋନୀ ଠାରେ ୧୪ତମ କ୍ଲଷ୍ଟର ସ୍ତରୀୟ ନେତାଜୀ ଓ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତହୋଇଯାଇଛି ।
!-->!-->!-->!-->!-->…
Read More...
Read More...
ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଟିଆ ସଂଗ୍ରହାଳୟର ଉଦଘାଟିତ
ତୁମୁଡିବନ୍ଧ-(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବସ ବାସ କରୁଥିବା ଅନୁସୂଚିତ ଜନଜାତି ମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅନ୍ୟତମ ଅଟେ।!-->…
Read More...
Read More...
ମହା ଆଡମ୍ବର ରେ ପାଳିତ ହେଲା ଏନ. ଏସ. ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ତମ ନେତାଜୀ ସୁଭାଷ ବୋଷ ଜୟନ୍ତୀ ଓ ବର୍ଷିକ…
ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମ ବିଦ୍ୟାଳୟରେ ଆଜି ଗୁରୁବାର ପୂର୍ବାହ୍ନରେ ନେତାଜୀ ସୁଭାଷ ବୋଷଙ୍କ୧୨୮ତମ!-->…
Read More...
Read More...
ସଡ଼କ ସୁରକ୍ଷା ଓ ଜନସାଧାରଣ ମାନଙ୍କୁ ସଚେତନତା ନିମନ୍ତେ ଶୋଭାଯାତ୍ରା
ବାଲେଶ୍ବର (କୋଶଲ ନ୍ୟୁଜ୍):- ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଚାଳକ ଏବଂ ଜନସାଧାରଣ ମାନଙ୍କୁ ସଚେତନତା, ଏବଂ କିପରି ନିଶାମୁକ୍ତ ଡ୍ରାଇଭର ସମାଜ ଗଠନ ହେବ ସେଥି!-->…
Read More...
Read More...