Browsing Category
ଓଡିଶା ଖବର
ନାଏର ଛକରେ ୧୩୫ତମ ଐତିହାସିକ ମଇ ଦିବସ ପାଳନ
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ନାଏର ଛକରେ ଲେଲିନ ଟେଟେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ.ଆଇ.ୟୁ. ଟି.ୟୁ.ସି. ସହବନ୍ଧିତ ବିଭିନ୍ନ କାରଖାନାର ଶ୍ରମିକ ସଙ୍ଘକୁନେଇ!-->!-->!-->…
Read More...
Read More...
ଘରୋଇ କଳିକୁ ନେଇ ମହିଳା ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେଲେ
ସାମାନ୍ୟ ଘରୋଇ କଳିକୁ ନେଇ ଜନୈକା ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଗଲା ।ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ ମିଟୁଡୁଙ୍ଗୁରୀ ବନଦୁର୍ଗା ମନ୍ଦିର!-->!-->…
Read More...
Read More...
ଲେଫ୍ରିପଡା ବ୍ଲକ ଅଞ୍ଚଳର ସମସ୍ତ ସରକାରୀ କଳ ଓ ଅନ୍ୟାନ୍ୟ ଅଞ୍ଚଳକୁ ବିଶୋଧନ କରାଇଲେ ବିଧାୟକ
କରୋନା ମହାମାରୀ ଦ୍ଵିତୀୟ ଲହରର ପ୍ରକୋପ ଦିନକୁ ଦିନ ବୃଦ୍ଧି ଲାଗି ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ତତ ସଙ୍ଗେ!-->…
Read More...
Read More...
ମେସିନ କରୁଛି ମନରେଗା କାମ ଯନ୍ତ୍ରୀ ଓ ଠିକାଦାର ମାଲେମାଲ
ଦେବଗଡ : ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ ଯନ୍ତ୍ରୀ ଓ ଠିକାଦାର ମାଲେମାଲ । କାମ ଧନ୍ଧା ନ ପାଇ ହାତ ବାନ୍ଧି ବସି ରହିଛନ୍ତି ଗରିବ ଶ୍ରମିକ । ଏଭଳି ଘଟଣା!-->!-->!-->…
Read More...
Read More...
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ମୁକାବିଲା ଓ ପରିଚାଳନା କମିଟି ବୈଠକ
ନବରଙ୍ଗପୁର :- ଆଜି ଭରଚୁଆଲ ମୋଡ଼ ଜରିଆରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା!-->…
Read More...
Read More...
ଲସି ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ
ମାଲକାନଗିରି/ପଡିଆ 01:05:2021 ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଲସି ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ l!-->!-->…
Read More...
Read More...
କରୋନା ଯୁଦ୍ଧରେ ହାରିଗଲେ ଦଲକି ସରପଞ୍ଚ
କରୋନା ମହାମାରୀରେ ଟଳିପଡୁଛି ଅନାୟାସରେ ବହୁ ଅମୂଲ୍ୟ ଜୀବନ । ସେହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦଲକି ପଞ୍ଚାୟେତ ଅଞ୍ଚଳରେ । ଦେହ ଖରାପ ଥିବାରୁ ହାଇଟେକ!-->!-->…
Read More...
Read More...
ଡାବୁଗାଁ ଅଞ୍ଚଳରେ ସଟଡାଉନର ପ୍ରଭାବ ଦୋକାନ ବଜାର ବନ୍ଦ ରାସ୍ତା ଘାଟ ଶୂନଶାନ
ନବରଙ୍ଗପୁର ଜିଲ୍ଲା:- ନବରଙ୍ଗପୁର ଜିଲ୍ଲାରେ ଆଜି ୩୭୮ କରୋନା ଆକ୍ରାନ୍ତ ଛିନ୍ନଟ ହାଇଥିବା ବେଳେ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦେଶ!-->!-->!-->…
Read More...
Read More...
ଆଜିର ରେକର୍ଡ ସଂଖ୍ୟକ ପୋଜିଟିଭ ସୁନ୍ଦରଗଡ ଜିଲ୍ଲାରେ , ସର୍ବାଧିକ ଗୋଟିଏ ଦିନରେ ୧୧୦୦
କରୋନା କରୁଛି କିଳା , ଏଣେ ବୁଡିଲାଣି ସଭିଙ୍କ ଭେଳା । ଆଉ ଅମାନିଆ ହୁଅନା , ମାଡି ଚାଲିଛି କରୋନା । ଆଜ୍ଞା ହଁ କରୋନା ମହାମାରୀ ସଂକ୍ରମଣ ତାର ଦ୍ବିତୀୟ ଲହରୀରେ ଏଭଳି!-->!-->…
Read More...
Read More...
ସୁନ୍ଦରଗଡ଼ ଏନଟିପିସି କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ସିଡିଏମଓଙ୍କୁ ଦାବି ଜଣେଇଲା ବିଜେଡି…
ସୁନ୍ଦରଗଡ଼ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ଯାଇ ଜିଲ୍ଲା!-->…
Read More...
Read More...