Koshal News
Western Odisha News | Latest Odisha News
Koshal News
ଶୋଇ ରହିଛି ପ୍ରଶାସନ,ଗାଁ ରାସ୍ତା କାଦୁଅ ହେଲେ ବି ପ୍ରଶାସନ ର ନିଘା ନାହିଁ । ଅଭିଯୋଗ କରିଲେ ମଧ୍ଯ କିଛି କାର୍ଯ୍ୟାନୁଷ୍ଠାନ ନାହିଁ
By
Koshal News
on 13/12/2020
କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି, କେସିଙ୍ଗା ବ୍ଲକ କୋକୋମୁଣ୍ଡା ଗ୍ରାମ ର ସୋଳାର୍ ପିରିୟମ କାମ କୁ ପାଞ୍ଚ ବର୍ଷ ନ ପୂରୁଣୁ ଟାଂକି ଫାଟି ଆଁ ପାଣି ଝରି ବର୍ଷା ପାଣି ପରି ଗାଁ ଦାଣ୍ଡରେ କାଦୁଅ ରେ ଲୋକେ ଅସୁବିଧା ହେଲାପରେ OREDA EE RWSS, JE RWSS କୁ ଅଭିଯୋଗ ପରେ ମଧ୍ୟ ସେମିତି ପଡ଼ିରହିଛି ।
କଳାହାଣ୍ଡି
ପଶ୍ଚିମ ଓଡ଼ିଶା ଖବର
Share
Related Posts
ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗୃହୀତ
କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ
ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ କନଫେରେନ୍ସ ବୈଠକ ଅନୁଷ୍ଠିତ
ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନବକୁଣ୍ଡିୟ ମହାବିଷ୍ଣୁଯଜ୍ଞ ଲାଗି କଳସ ଯାତ୍ରା
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡବଜାରର ବାର୍ଷିକ ଉତ୍ସବ ଅନୁଷ୍ଠିତ
Comments
(0)
Add Comment