ଅଦିନିଆ କାଳ ବୈଶାଖୀରେ ତାବଡl ପ୍ରସନ୍ନ କୁମାରଙ୍କ ଘରର ଛାତ ନଷ୍ଟ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ତାବଡା ପଞ୍ଚାୟତର ତାବଡା ଗ୍ରାମର ପ୍ରଶ୍ନନ କୁମାର ଭୋଇ ପିତା -ମୁରଲୀ ଭୋଇଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡା, କରଜ କରି କରିଥିବା ଝିଅ ବାହାଘର ପନ୍ଦର ଦିନ ଯାଇନି ଅକାଳ କାଳ ବୈଶାଖୀରେ ଘରର ଛାତ ପବନରେ ଚାଲି ଗଲା, ଏଣେ ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀର କୁଟୁମ୍ବ, ନିଜେ ଜଣେ ଦିନ ମଜୁରିଆ ହୋଇଥିବାରୁ ଘର ସଜାଡ଼ିବା ପାଇଁ ଅସମ୍ଭବ ହୋଇ ପଡିଛି l ତେଣୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ତଥା ରାଜ୍ୟ ସରକାରାଙ୍କ ପାଖରେ ଗୁହାରି କରିଛନ୍ତି ମୋ ଘରର ଛାତ ପ୍ରତି ଯଦି ସାହାଯ୍ୟ କରନ୍ତେ ତାହେଲେ ମୋ ଘରର ଛାତ ହେଵା ସହିତ ମୋ ପାଞ୍ଚ ପ୍ରାଣୀ କୁଟୁମ୍ବ ଖରା ଦାଉରୁ କି ବର୍ଷା,ଓ ପବନର କୁଆ ପଥର ମାଡ଼ରେ ମୋ ସଂସାରର କାହାରି କିଛି ନ ହୁଅନ୍ତା l

Comments (0)
Add Comment