ଉମରକୋଟ ରେ ହିନ୍ଦୁ ସମ୍ମିଳନୀ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଉମରକୋଟ ରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ହିନ୍ଦୁ ସୁରକ୍ଷା ବାହିନୀ ର ସଭାପତି ଦୀପ କୋମଳ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜୟପୁର ଉମରୀ ର ଯୁବନେତା ରଞ୍ଜିତ ବାଘ , ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କୋରାପୁଟ ର ଯୁବନେତା ଡାଲୁ ଖିଲ , ସନ୍ତୋଷ ଦଳେଇ, ଶ୍ୟାମସୁନ୍ଦର କବିରାଜ, ଚିନ୍ମୟ ପଟ୍ଟନାୟକ, ମିଲୁ ପଣ୍ଡା, ଅଞ୍ଜନ ଜେନା ଏବଂ ଅନେକ ହିନ୍ଦୁ ରାଷ୍ଟ୍ର ବାଦୀ ଯୁବକ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ରେ ହିନ୍ଦୁତ୍ବ ର ସୁରକ୍ଷା ପାଇଁ ଯୁବ ସମାଜକୁ ଆଗକୁ ଆଣିବା ପାଇଁ ଏହି ସମ୍ମିଳନୀ ରଖା ଯାଇଥିଲା।

ରିପୋଟ : ମିହିର ଶଙ୍କର ପତ୍ର (ନବରଙ୍ଗପୁର)

Comments (0)
Add Comment