ଗୋରୁଡଗୁଡା ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଡାବୁଗାଁ ଥାନା ଅନ୍ତର୍ଗତ ଗୋରୁଡଗୁଡା ନିକଟରେ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ। ସୂଚନାଯୋଗ୍ୟ ଆଜି ଅପରାହ୍ନ 3ଘଣ୍ଟା ସମୟରେ ଗୋରୁଡଗୁଡା ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣଙ୍କ ଚାଳକ ର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଯୁବକ ହେଉଛି ସିନ୍ଦିଭାଟା ଗ୍ରାମର ପୂରଣ ଗୌଡ଼ ବୟସ ୩୫ ବୋଲି ସୂଚନା ମିଲିଛି। ଅଗ୍ନି ଶ୍ରମ ବାହିନୀର କର୍ମଚାରୀ ମାନେ ମୃତ ଯୁବକକୁ ଉଦ୍ଧାର କରି ଡାବୁଗାଁ ମେଡିକାଲ କୁ ନେଇଥିଲେ ।ମୃତକ ର ପାରିବ ଡାବୁଗାଁ ଥାନାରେ ଏକ ଲିଖିତ ଭାବରେ ଜଣାଇବା ପରେ ପୋଲିସ ର ତଦନ୍ତ ଆରମ୍ଭ କରୁଛନ୍ତି। ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।

ରିପୋର୍ଟ : ମିହିର ଶଙ୍କର ପତ୍ର (ନବରଙ୍ଗପୁର)

Comments (0)
Add Comment