ଭୁବନେଶ୍ଵର (କୋଶଲ ନ୍ୟୁଜ୍):- ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାରେ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍। ଜଣେ ମହିଳା ମଧ୍ୟ ଏହି ହତ୍ୟା କାଣ୍ଡରେ ସାମିଲ ଥିଲେ। ଯୋଜନାବଦ୍ଧ ଭାବେ ହୋଇଥିଲା ହତ୍ୟାକାଣ୍ଡ। ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତ ମାନଙ୍କୁ କାବୁ କଲା ପୁଲିସ।