ଶ୍ରୀ ପରିବାର ତରଫରୁ ବୃକ୍ଷ ରୋପଣ

କେନ୍ଦୁଝର(କୋଶଲ ନ୍ୟୁଜ୍) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ଖଡ଼ିବିଲ ଗ୍ରାମ ରେ ଶ୍ରୀ ପରିବାର ତରଫରୁ 50ଟି ବୃକ୍ଷ ରୋପଣ କାଯ୍ୟକ୍ରମ ଆରମ୍ଭ ହୋଇ ଥିଲା ମହାମାରୀ କରନା ରେ ବହୁତ ଲୋକ ଅକ୍ସିଜେନ ଅଭାବରୁ ମୁର୍ତ୍ତୃ ବରଣ କରିଥିଲେ ଏ ଅଭାକୁ ଲକ୍ଷ୍ୟ କରି ବୃକ୍ଷ ରୋପଣ କାଯ୍ୟ ଆରମ୍ଭ କରା ଯାଇଛି. ଏଥିରେ ଯୋଗ ଦେଇଥିଲେ ଅନିଲ କୁମାର ଜେନା ଖଗେଶ୍ୱର ଜେନା ମଣ୍ଟୁ ଜେନା ବବୁଲ ଜେନା ଚରଣ ଜେନା ଟିଟୁଆ ଜେନା ମହେଶ୍ୱର ଜେନା. ନାଣ୍ଡୁଆ ଜେନା ବତକ ଜେନା ସୁମନ ଜେନା ବାବାଜୀ ଜେନା ପ୍ରଭାତ ଜେନା ସହଯୋଗ କରି କାଯ୍ୟକ୍ରମ କୁ ସଫଳ କରିଛନ୍ତି.

Comments (0)
Add Comment