କୃଷିଫାର୍ମ ନିକଟରେ ପୂରୁଣା ଘରର ଲୁହା କଡ଼ିବା ସମୟରେ କାନ୍ତ ପଡି ଜଣେ ବାଳକ ମୃତ, ଜଣେ ଗୁରୁତ୍ୱର

ନବରଙ୍ଗପୁର :-ସଖାଳ 6 ଘଣ୍ଟା ସମୟରେ କୃଷିଫାର୍ମ ନିକଟରେ ମୋବାଇଲ ଟାୱାର ତାଳେ ଥିବା ପୂରୁଣା ଘରର ଲୁହା କଡ଼ିବା ସମୟରେ କାନ୍ଥ ପଡି ହାଟପଦାର ମହେଶ୍ୱର ଗୌଡ଼ (୧୨)ବର୍ଷ ବାଳକର ମୃତ ହୋଇ ଥିଲା ଏଵଂ ଉମା ଜାନି (୧୦)ନାମକ ବାଳକ ଉପରେ କାନ୍ଥ ଚାପି ହୋଇ ଗୁଡ଼ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକ ମାନେ ଏଵଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଅସି ଉଦ୍ଧାର କରିବା ପରେ ମେଡିକାଲକୁ ଆଣିଥିଲେ। ମେଡିକାଲରେ ପୋଲିସ ପହଂଚି ତଦନ୍ତ ଆରମ୍ବ କରିବା ସହ ଡାବୁଗାଁ ଡକ୍ଟର ମହେଶ୍ୱର ମୃତ ଘୋଷଣା କରିଥିଲା।ଶବ ବ୍ୟବଛେଦ ପରେ ଶବକୁ ପରିବାର ବର୍ଗ କୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଲିଚି। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment