ଚାଷୀଙ୍କ ସମସ୍ୟା ଉପରେ ଜିଲ୍ଲା କଂଗ୍ରେସର କିସାନ ଭାଇ ମାନଙ୍କ ସହିତ ଆଲୋଚନା

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଜିଲ୍ଲା ଦେବଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଂଯୋଜକ ସେମ୍ ହେମ୍ରମଙ୍କ ସଭାପତିତ୍ବରେ ଓଡିଶା କିସାନ୍ କଂଗ୍ରେସ ସଭାପତି ଶ୍ରୀ ଅଭୟ ସାହୁ ଙ୍କୁ ସ୍ଵାଗତ କରାଗଲା ।

ଏହାପରେ କିଶାନ କଂଗ୍ରେସ ର ଏକ ସଭା ଅନୁଷ୍ଠିତ ହୋଇଛି। ଦେବଗଡ ଜିଲ୍ଲା ର ଚାଷୀଙ୍କ ସମସ୍ୟା ଓ ସମାଧାନ କେମିତି ହେବ ସେ ବିଷୟ ରେ ଆଲୋଚନା ହୋଇଥିଲା। ଏହି ସମୟରେ ନଗର କଂଗ୍ରେସ୍ ସଭାପତି ରେବତୀ ମୋହନ ପଟ୍ଟନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀତମ କୁମାର ସାହୁ, ଅଲେଖ ନାୟକ, ରମେଶ ଚନ୍ଦ୍ର ପାତ୍ର, ଶିତି କଣ୍ଠ ମହାନ୍ତି, ରତନ କୁମାର ନାୟକ, ତପନ କୁମାର ମିଶ୍ର, ଆକାଶ ଦାସ, ବୁଲୁ ଧଳ, ଜିତେନ୍ଦ୍ର ବେହେରା, ଦେବେନ୍ଦ୍ର garnaik ବିରେଞ୍ଚି ପାତ୍ର, କ୍ଷୀରୋଦ ନାୟକ, ମୁରଲୀ ନାୟକ, ସଞ୍ଜୟ ନାୟକ, ହୃଦାନନ୍ଦ ନାୟକ, ସୁଶୀଲ କୁମାର ଗୁଡିଆ ସଲମାନ୍ ହେଣେଜ୍, ଆନନ୍ଦ କୁଲା, ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment