ନେହେରୁ ଯୁବ କେନ୍ଦ୍ର ତରଫରୁ ରାମେଶ୍ବର ଯୁବକ ସଂଘର ପୁରସ୍କୃତ ପାଇଁ ମନନୀତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଫ୍ରେବୃଆରୀ  ୧୫ ତାରିଖ ୨୦୨୧ ଡିଆର ଡିଏ ଠାରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ପ୍ରଦିପ କୁମାର ଡୋଗ୍ରା ଏକ ସଭାର ଆୟଜନ  କରାଇଥିଲେ ।

 ଉକ୍ତ ସଭାରେ ଶ୍ରୀ ଦିଲିପ କୁମାର ସାହୁ OSA (PD DRDA Angul) ମିଷେସ ରଞ୍ଜୀତା ମିଙ୍ଗ  ସାମନ୍ତ( NSS page Officer Women’s College Angul)  ଶ୍ରୀ ଶୁଶାନ୍ତ କୁମାର ତ୍ରୀପାଠୀ (Youth Leader Youth Activist Secy Pragga Jayruthi Sijhya Niketan) ଶ୍ରୀମତୀ ସ୍ମିତାରାଣୀ ପଟ୍ଟନାୟକ  (Social Activist secy Nari Surkha Samitee) ଉପସ୍ଥିତ ରହି ରାମେଶ୍ବର ଯୁବ ସଂଘର ପୁରସ୍କୃତ କରିବା ପାଇଁ ମନନିତ କରିଥିଲେ । ଏହାପରେ ନେହେରୁ ଯୁବକ କେନ୍ଦ୍ରର ଯୁବକ ସଂଯୋଜକ କ୍ୟାଚ ଦରେନ ପ୍ରୋଜେକ୍ଟ ବିଷୟରେ ଅବଗତ କରାଇଥିଲେ ।
ଶେଷରେ ଜିଲ୍ଲା ଯୁବ ସଂଜଯୋକ ଉକ୍ତ ସମସ୍ତଙ୍କୁ ପୁଷ୍ପଗୁଛ ଉପହାର ଦେଇ ସଭାର କାର୍ଯ୍ୟକ୍ରମ ଶେଷ କରିଥିଲେ । ଏହି ସଭାରେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଶୁଶିଲ କୁମାର ସାହୁ ଓ ଲକ୍ଷ୍ମୀ ବେହେରା ସହଯୋଗ କରିଥିଲେ ।।
Comments (0)
Add Comment