ଜୁଲାଇ 31 ତାରିଖ ସୁଦ୍ଧା ପ୍ରକାଶ ପାଇବ +2 ପରୀକ୍ଷା ଫଳ

ଭୁବନେଶର : ମହାମାରୀ କରୋନା ସଙ୍କଟ କାଳ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯୟ ସ୍ଥିତି ରେ ପହଂଚି ଯାଇଛି | ବର୍ତମାନ ପରିସ୍ଥିତି ରେ ପରୀକ୍ଷା କରିବା ସମ୍ଭବ ନୁହେଁ ତେଣୁ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଆଖିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିନା ପରୀକ୍ଷା ରେ +2 ପରୀକ୍ଷା ଫଳ ମାଟ୍ରିକ ପରୀକ୍ଷା ନମ୍ବର ଆଧାର ରେ କରିବା ପାଇଁ ନିଷ୍ପତି ନେଇଛି | ବିକଳ୍ପ ମୂଲ୍ୟାୟନ ପଦ୍ଧତି ରେ ପରୀକ୍ଷା ଫଳ ଆସନ୍ତା ଜୁଲାଇ 31 ତାରିଖ ସୁଦ୍ଧା ପ୍ରକାଶ କରିବାକୁ ସ୍ଥିର କରିଛନ୍ତି |

Comments (0)
Add Comment