ଆଜିର ରାଶିଫଳ ଶୁକ୍ରବାର ୨୫ ଡିସେମ୍ବର ୨୦୨୦

ମେଷ

ଆଜି ଆପଣଙ୍କୁ ବହୁତ ଏକା  ଏକା ଲାଗିବ । କଳା ପ୍ରତି ଆକର୍ଷିତ ହେବେ । ବିବାହିତା ଯୋଡିଙ୍କୁ ନିଜ ଜୀବନ ସାଥି ତରଫରୁ ପୂର୍ଣ ସହଯୋଗ ମିଳିବ । ଆଜି ଆପଣ ଘରେ ମତ ଭେଦର ପରିସ୍ଥିତି ଉପୁଯାଇ ପାରନ୍ତି । ଆପଣ ନିଜ କଥା ଉପରେ କଣ୍ଟ୍ରୋଲ ରଖିବାକୁ ପରାମର୍ଶ ଦିଆଯାଉଛି । ପଇସା ମାମଲାରେ ଆଜିର ଦିନ ବହୁତ ଖର୍ଚାନ୍ତ ହୋଇବେ । ଟିକେ ପରିଶ୍ରମ କଲେ ବହୁତ ଲାଭ ମିଳିପାରେ । ଆପଣ ଯେଉଁ କାମରେ ହାତ ଲଗାଇବେ ସେଇ କାମରେ ଆପଣଙ୍କୁ ନିଶ୍ଚିତ ଭାବରେ ସାହାର୍ଯ୍ୟ ମିଳିବ ।

ବୃଷ

 ଆଜି ଆପଣଙ୍କୁ ନିବେଶ କ୍ଷେତ୍ରରେ କିଛି ନୂଆ ଓ ବହୁତ ସୁନ୍ଦର ସୁଯୋଗ ମିଳିବ । ଏମିତି ଲୋକଙ୍କ ସହିତ ଦେଖା ହେବ ଝା ଆପଣଙ୍କ ପାଇଁ ଭବିଷ୍ୟତରେ  ଉପଯୋଗୀ ଓ ସାହାର୍ଯ୍ୟ କାରି ପ୍ରମାଣିତ ହେବ । ଆଜି ଆପଣଙ୍କ ସ୍ବଭାବରେ ଆକ୍ରମକତା ରହିବ ଯାହାର  ନକରାତ୍ମକ ପ୍ରଭାବ ଆପଣଙ୍କ ବୈବାହିକ ଜୀବନ ଉପରେ ପଡିବ । ଆପଣ ନିଜକୁ ଶାନ୍ତ ରଖନ୍ତୁ ଅନ୍ଯଥା କାହା ସହିତ ଝଗଡା ହୋଇପାରେ । ଛାତ୍ର ମାନଙ୍କୁ ପାଠ ପଢାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ରହିଛି । ପ୍ରପର୍ଟିରେ ନିବେଶ କରିବାକୁ ଭାବିବେ ।

ମିଥୁନ

ପରିବାରରେ  କେହି ସଦସ୍ୟଙ୍କ ସ୍ୱାସ୍ଥ୍ୟର ଚିନ୍ତା କାରଣ ହୋଇପାରେ । ଆପଣଙ୍କୁ ସଫଳତା ନିଶ୍ଚିତ ରୂପରେ ମିଳିବ । ଘରେ ଆଜି ଟେନସନର ବାତାବରଣ ରହିବ । ଆପଣଙ୍କର କିଛି ଦାୟିତ୍ଵ ହୀନତା ପାଇଁ ଆପନକନକ ମାତା ପିତା ଅସୁଖୀ ରହିବେ । ବହୁତ ବଡ ସମସ୍ଯା ଦୂର ହୋଇପାରେ , ଯେଉଁଥିରେ ପ୍ରସନ୍ନତା ବୃଦ୍ଧି ହେବ । ବଡ ବ୍ୟାପାରିକ ଲେନଦେନ କଲା ବେଳେ ନିଜ କଥାରେ କାବୁ ରଖିବେ । ଆଜି ଦିନ ବ୍ୟସ୍ତ ହେବା ପରେ ମଧ୍ୟ ଆପଣାକୁ ସମ୍ଭାଳିକି କାର୍ଯ୍ୟ କରିବାକୁ ହେବ । କୌଣସି ପ୍ରକାରରେ ସୁଯୋଗ ହାତ ଛଡା କରିବେ ନାହିଁ ।

କର୍କଟ

ଆଜି କୌଣସି ସାମାଜିକ କାର୍ଯ୍ୟରେ  ଯିବାର ଅବସର ମିଳିବ । ଆଜି ଆପଣଙ୍କର ଆତ୍ମା ବିଶ୍ବାସ କମ ହୋଇପାରେ । ଅଧିକ ପରିଶ୍ରମ ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ଖରାପ ଖବର ମିଳିପାରେ । ମୁଲ୍ଯବନ ବସ୍ତୁ ସମ୍ଭାଳିକି ରଖନ୍ତୁ । ଆପଣ ପୁରା ଦିନ ବହୁତ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ସହଯୋଗ କରିବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଓ ଶରୀର ଦୁଇଟି ଯାକ ସୁସ୍ଥ ରହିବ । କାର୍ଯ୍ୟରେ କିଛି ଲୋକଙ୍କ ଆଡୁ ବାଧା ଉତ୍ପନ ହୋଇପାରେ । ସେଥିପ୍ରତି ସତର୍କ ରୁହନ୍ତି ।

ସିଂହ

 ଆପଣଙ୍କ ବ୍ୟାପାରରେ ସ୍ଥିତି ଭଲ ରହିବ । ଆପଣଙ୍କ ପ୍ରେମ ପ୍ରସଙ୍ଗରେ ସକାରାତ୍ମକ ବିକାଶ ରହିବ । ବେସୀ ଭାବ ବିହ୍ଵଳ ହୋଇ କିଛି ଭୁଲ କାମ କରିବାରେ ସାବଧାନ ରୁହନ୍ତୁ । ଆପଣଙ୍କ ମା ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଦୁର୍ଘଟଣା ଡ଼ିଡ଼ବଲଇଉର ଶାରୀରିକ ହାନି ହୋଇପାରେ । ସ୍ୱାସ୍ଥ୍ୟ କମଜୋର ରହିପାରେ । ଅଫିସରେ ଟେନସନ ହୋଇପାରେ । କିଛି କାନୁନି ମାମଲାରେ  ଆପଣ ଓଲଟି ପାରନ୍ତି । ରଚନାତ୍ମକ କାର୍ଯ୍ୟରେ ସଫଳ ରହିବେ ।

କନ୍ୟା

କାର୍ଯ୍ୟ କ୍ଷେତ୍ରରେ କାମକୁ ନେଇ ଭାବ ପ୍ରବଣ ହୁଅନ୍ତୁ ନାହିଁ । ମଧ୍ୟାନ ପରର ସ୍ଥିତି ଅନୁକୂଳ ରହିବ । ମନରେ ଯେଉଁ ଚିନ୍ତା ରହିଛି ତାର ନିରାକରଣ ମିଳିବ । ବେକାର କାମରେ ଆପଣ ସମୟ ବର୍ବାଦ କରିପାରନ୍ତି । ଆପଣଙ୍କ ଛୁଆ ସ୍ୱାସ୍ଥ୍ୟ ସମସ୍ଯାର ସମୁଖିନ୍ନ ହୋଇପାରନ୍ତି, ସେଥିପାଇଁ ସାବଧାନ ରହିବେ । ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଲାଭ ମିଳିବାର ଆଶା ରହିଛି । ଧନ ସମ୍ପତି ମାମଲାରେ ଆପଣଙ୍କୁ ଭଲ ସମାଚାର ମିଳିବ । ପରିବାରରେ ଆର୍ଥିକ ସ୍ଥିତିକୁ ନେଇ କିଛି ଯୁକ୍ତି ତର୍କ ହୋଇପାରେ ।

ତୁଳା

ଆଜି ଲୋକ ଆପଣଙ୍କୁ ବହୁତ ବିଶ୍ଵାସ କରିବେ । ଅତି ସମ୍ବେଦନଶୀଳ ମାମଲାରେ ଜଲ୍ଦିରେ ନିର୍ନାୟ ନିଅନ୍ତୁ ନାହିଁ । ବଡ ବିବାଦ ଦ୍ଵାରା କ୍ଲେଶ ହୋଇପାରେ । ଆପଣ ନ୍ଜିଆ ଜୀବନସାଥି ଓ ବ୍ୟବସାୟ ଆଧାରରେ ଲାଭ କମେଇବେ । ଛାତ୍ରଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ହେବ । ପରିବାର ସହିତ ମନୋରଞ୍ଜକ ଯାତ୍ରା କରିବେ । ପ୍ରେମ ସମ୍ବନ୍ଧରେ କଥା ହେଲା ବେଳେ ସତର୍କ ରୁହନ୍ତୁ । ଆଜିର ଦିନରେ ଘରର ମହୋଲ ବହୁତ ବଢିଆ ରହିବ । ସେୟାର ମାର୍କେଟରେ ବୁଝି ସୁଝି ନିବେଶ କରନ୍ତୁ ।

ବିଛା

ବ୍ୟାପାରୀ ନିଜ ବ୍ୟାପାରିକ ସହଯୋଗୀଙ୍କ ସହିତ ସଂଘର୍ଷ କରିପାରନ୍ତି । ନିଜ ଜୀବନ ସାଥି ସହିତ ପ୍ରେମ ଓ ସଦଭାବ ବଣାଇ ରଖନ୍ତୁ ପ୍ରତିଷ୍ଠିତ ବ୍ୟକ୍ତି ସହିତ ମେଲଜୋଲ  ବଢିବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ  ପ୍ରାପ୍ତ ହେବ । ଚାକିରିରେ ଅନୁକୂଳତା ପ୍ରାପ୍ତ ହେବ । ବ୍ୟବଶ୍ୟ ଠିକ ଚାଲିବ । ରୋଜଗାରରେ ବୃଦ୍ଧି ହେବ । କ୍ରୋଧ ଓ ଉତେଜନା ଉପରେ କଣ୍ଟ୍ରୋଲ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ସହକର୍ମୀଙ୍କ ସହିତ ବିବାଦର ସମ୍ବାଭନା ରହିଛି ।

ଧନୁ

ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଆପଣ କାମ କାର୍ଯ୍ୟରେ ଭୁଲ କରିପାରନ୍ତି । କୋର୍ଟ କଚରି କାମ ଅନୁକୂଳ ରହିବ । ସତୃଙ୍କ ପରାଭବ ରହିବ । ସବୁ ଜିନିଷ ନିଜ ପାଖରେ ହେବ ଓ ଆପଣଙ୍କୁ ନିଜ ଜୀବନସାଥିରା ବ୍ୟବହାରକୁ ନିୟତ୍ରଣ  ରଖିପାରିବେ ନାହିଁ । ଭାବି ଚିନ୍ତି କଥା କହିବା ଦରକାର । ନିଜ ପ୍ଲାନିଂକୁ ପରିଶ୍ରମ ଦ୍ଵାରା  ପୁରା କରିବେ ଓ ତାର ଫାଇଦା ଆପଣଙ୍କୁ ମିଳିବ ।

ମକର

ଆଜି ସ୍ୱାସ୍ଥ୍ୟ ମାମଲାରେ ସମ୍ଭାଳିକି ରହିବେ । ଆପଣଙ୍କ ପରିଶ୍ରମ କୌଣସି ନା କୌଣସି ଦିନରେ ସଫଳତା ନିଶ୍ଚିତ ମିଳିବ । ବୈବାହିକ ଜୀବନରେ ସୁଖ ଓ ଶାନ୍ତି ମିଳିବ । ଜୀବନସାଥି ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ ।ମାତା  ପିତାଙ୍କ ଆଶୀର୍ବାଦ  ମିଳିବ । ସହଜରେରେ କାର୍ଯ୍ୟ ନିପଟ ଯିବ ଓ କଷ୍ଟର ମୂଲ୍ୟ ମିଳିବ । ସାମାଜିକ  ଦେଖାସାକ୍ଷାତରେ ଆପଣ ସଫଳ ହୋଇବେ । ବିଜନେସରେ କିଛି ନୂଆ କଲେ ସଫଳ ହୋଇବେ ।

କୁମ୍ଭ

ଲବ ପାର୍ଟନରଙ୍କ ସହିତ ସମସ୍ଯା ଆଜି ଦୂର ହେବ । ପଇସା ମାମଲାରେ ଆଜିର ଦିନ କିଛି ଖାସ ରହିବ ନାହିଁ । ଅଚାନକ କିଛି ବଡ ଖର୍ଚ ଆପଣଙ୍କ ସାମନାକୁ ଆସିପାରେ ଯେଉଁଥିରେ ଆପଣ ଦ୍ଵିଧାରେ ପଡି ପାରନ୍ତି । ମହିଳା ବର୍ଗଙ୍କ ତରଫରୁ ଲାଭ ଓ ମନ ସନମାନ ମିଳିବ । ଇଣ୍ଟରଭିଉ ଓ ନୂଆ ଚାକିରିକୁ ନେଇ ରୁକବାଟ ଆସିପାରେ । ପଢାକୁ ନେଇ ଦାୟିତ୍ଵ ହୀନ କରନ୍ତୁ ନାହିଁ । ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ରହିବ । ଧନହାନୀ ହୋଇପାରିବ ।

ମୀନ

ଆଜି କାମ ଓ ଘର ଉପରେ ଦବାବ ଆପଣଙ୍କୁ ଟିକେ ରାଗି ବନେଇ ପାରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ। ଆଜି ଆପଣ ପୁରୁଣା କରଜ ପୁରା କରିବ । ରୋମାଣ୍ଟିକ ଲାଇଫରେ କେବଳ ପ୍ରେମ ଓ ରୋମାନ୍ସ ରହିବ । କାହା ଉପରେ ନିର୍ଭର କରନ୍ତୁ ନାହିଁ । ଆଜିର ଦିନ ପୁଞ୍ଜି ନିବେଶ ପାଇଁ ଉତ୍ତମ ନୁହେଁ । ବୟସ୍କ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆଉ କାହା ସହିତ ବେକାରରେ  ଝଗଡା କରନ୍ତୁ ନାହିଁ । ଭଲ ଓ ମିଠା କହିକି କାମ ପୁରା କରନ୍ତୁ ।


ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ସେଆର କରନ୍ତୁ
Comments (0)
Add Comment