ଆଜିର ରାଶିଫଳ ମଙ୍ଗଳବାର ୦୮ ଜୁନ ୨୦୨୧

ମେଷ: ଏହି ରାଶି ର ଲୋକମାନେ ଖୁବ ଅଧିକ ସମ୍ମାନ ପାଇବା ପାଇଁ ଯାଉଛନ୍ତି । ଭଲ କାମରେ ଆଜି ଆପଣ ଧନ ନିବେଶ କରିବେ । ଆପଣଙ୍କ ଆଜିର ଦିନ ଖୁବ ଭଲ ଜୀବ । ଆପଣ କିଛି ନୂଆ ଜିନିଷ ଶିଖି ପାରିବେ ଆପଣ । ଆପଣଙ୍କ ପୈତୃକ ସମ୍ପତି ରେ ଖୁବ ଭଲ କାମ ଆପଣ କରି ପାରନ୍ତି । ଆପଣ ସମାଜ ପାଇଁ କିଛି କରି ନିଜକୁ ଖୁସି ଦେବେ ଆଜି । ଆଜି ଆପଣ ନିଜ ମା ଙ୍କର ଆଶୀର୍ବାଦ ପାଇବା କୁ ଯାଉଛନ୍ତି । ଆପଣ ଙ୍କ ଘରେ ଆପଣ କିଛି କଥା ନଥିଲେ ପାଟି ଫିଟାନ୍ତୁ ନି ନ ହେଲେ କିଛି କଳହ ସୃଷ୍ଟି ହୋଇ ପାରେ । ଆପଣ ହନୁମାନ ଜି ଙ୍କୁ ଆଜି କିଛି ପେଡା ଭୋଗ ଦିଅନ୍ତୁ ।
ମିଥୁନ: ଆଜି ଆପଣଙ୍କ ପରିବାର ରେ ମାଙ୍ଗଳିକ କାମ ହୋଇ ପାରେ । ଆପଣଙ୍କ ସମସ୍ଯା ଆଜି ଟିକେ ବଢି ପାରେ । ଆଜି ଆପଣ ନିଜ ଲୋକଙ୍କ ଆଗରେ କିଛି ଗୁରୁ ନିସ୍ପତି ନେବେ । ଆଜି ଆପଣ ନିଜ କ୍ଷମତାର ଉପଯୋଗ କରୀ ପାରିବେ । ଆପଣ କିଛି ନୂଆ ବ୍ୟବଶାୟ ଆରମ୍ଭ କରିବେ । ଯଦି ଆପଣ ନିଜ ଧନ କୁ କେଉଁ ଠାରେ ନିବେଶ କରିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ନିଶ୍ଚିତ ଭାବେ କରନ୍ତୁ ଆଜିର ଦିନ ଆପଣଙ୍କୁ ଖୁବ ଭଲ ଫଳ ଦେବ । ଆପଣ ପରିବାର ରେ ଥିବା ପ୍ରତେକ ଲୋକଙ୍କ ସହ ନିଜର ତାଳ ମେଳ କୁ ଠିକ ରଖିବା ପାଇଁ ଚେଷ୍ଟା କରନ୍ତୁ । ହନୁମାନ ଚାଳିଶା ଆଜି ପଢନ୍ତୁ ଆପଣଙ୍କ ପାଇଁ ଖୁବ ଭଲ ହେବ ।
ସିଂହ: ଆପଣ ନିଜ ସାଙ୍ଗ ମାନଙ୍କ ସହ କେଉଁ ଜାଗାକୁ ଯିବାକୁ କାହୁଁ ଥିଲେ ଯାଇ ପାରିବେ ମାତ୍ର ଏହାକୁ କିଛି ଦିନ ପାଇଁ ଅଟକେଇ ଦିଅନ୍ତୁ । ଆଜି ଆପଣ ଯାହା ଚାହିଁବେ ଆପଣଙ୍କୁ ମିଳିବ । ଆଜିର ଦିନ ବ୍ୟାପାର, ଶିକ୍ଷା, ଚାକିରି ରେ ମଧ୍ୟ ଧନ ର ଲାଭ ମିଳି ପାରିବ । ଆପଣ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ଆଜି ପ୍ରଥମ ସୋପାନ ଆରମ୍ଭ କରି ପାରିବେ । ଆପଣ ନିଜ ପରିବାରକୁ ନେଇ ବିବାଦରେ ରହିବେ । ଆପଣ ହନୁମାନ ଜି ଙ୍କୁ ପାନର ବିଦା ଦିଅନ୍ତୁ ଦେଖିବେ ଖୁବ ଭଲ ଫଳ ମିଳିବ । ଆପଣ ଆଜି ଦରକାର ନଥିବା କଥା କିମ୍ବା ଯାହା ଅତୀତରେ ଆପଣଙ୍କୁ କଷ୍ଟ ଦେଇଥିବ ସେହି ଭଳି କିଛି କଥା ମାନ ପକାନ୍ତୁ ନି ।
ତୁଳା: ଆଜିର ଆପଣଙ୍କ ଦିନ ମିଶ୍ରିତ ଫଳ ଦେବ୍ବ । ଆପଣ ଆଜି କିଛି ସୁସ୍ଵାଦୁ ଖାଦ୍ୟ ଖାଇ ପାରନ୍ତି । ଆପଣ ଆଜି କେଉଁ କାମରେ ଅଟକି ଥିଲେ ତାହାକୁ ଖୁବ ଶୀଘ୍ର କରିକି ଦିଅନ୍ତୁ । ଆପଣଙ୍କ ପାଇଁ ଆଜି ଅଫିଶ ରେ ଦିନ ଖୁବ କଷ୍ଟ ଦାଯକ ରହିବ କାରଣ ଆପଣ ଆଜି ଛୁତିରେ ରହି ପାରନ୍ତି । ହୁଏତ ଏହା କିଛି ଅଧିକାରୀ ଙ୍କୁ ଭଲ ଣ ଲାଗି ପାରେ । ଆପଣ ଯେଉଁ ଭି ପରିସ୍ଥିତି ଆସୁ ତା ପାଇଁ ପ୍ରସ୍ତୁତ ରହିବେ । ଆପଣ ଆଜି ଖୁବ ଭଲ ଅସୁନ୍ଦର ଦିନ ବିତାଇବେ । ଆପଣ ଆଜି ନିଜ ପରିବାର ପାଇଁ କିଛି ଖାସ କରିବେ । ଆପଣ ଯଦି କେଉଁ କାମରେ ଭଲ ନାହାନ୍ତି ତେବେ ଚେଷ୍ଟା କରନ୍ତୁ କି ଆପଣ ସେହି କାମରେ ଖୁବ୍ ଭଲ କରିବେ । ଆପଣ ଚେଷ୍ଟା କରନ୍ତୁ ନିଶ୍ଚିତ ସଫଳ ହେବେ । ଆଜି ଆପଣ କିଛି ଗାଈ କିମ୍ବା ଅନ୍ୟ କାହାକୁ କିଛି ଖାଦ୍ଯ ଦାନ କରନ୍ତୁ ।
ଧନୁ: ଆପଣଙ୍କ ଘରକୁ ଅଚାନକ କେହି ମିତ୍ର ଆସି ପାରନ୍ତି । ଆପଣ କିଛି କାମରେ ତାଙ୍କ ସହ ଅଧିକ ସମୟ ବିତାଇବେ । ଆପଣ ଆଜି ବାଦ ବିବାଦ ଓ ଝଗଡା ଠାରୁ ଦୂରେଇ ରୁହନ୍ତୁ । ଆପଣ ପ୍ରମୋସନ୍ନ ପାଇ ପାରନ୍ତି । ଆପଣଙ୍କ ପାଇଁ କିଛି ଦୂର ସମ୍ପର୍କୀୟ ମାନେ କିଛି ଭଲ କାମ କରି ପାରନ୍ତି । ଆପଣ ଙ୍କ ଜୀବନରେ ଥିବା ସମାସତ୍ୟାକୁ ଆପଣ ଆଜି ଖୁବ ଭଲ ଭାବେ ସମାଧାନ କରିବେ । ଆପଣ ନିଜ ଧ୍ୟାନରେ ସବୁବେଳେ ଗୋଟେ ଜିନିଷ ରଖନ୍ତୁ କି ଆପଣ ଯାହା ଭି ହେଉ ନିଜ ଉପରେ ନିୟନ୍ତ୍ରଣ ରଖିବେ ।
କୁମ୍ଭ: ଆପଣଙ୍କ ପାଇଁ ଆଜି ଏକ ନୂଆ ଦିନ । ନିଜ ଦିଅନ୍ନର ଆରମ୍ଭ ଖୁବ ହସ ଖୁଶିର ସହ କରିବେ । ଯେଉଁ ମାନେ ବିଦେଶରେ ରହୁଥିବେ ଆଜି ହଠାତ ଆପଣଙ୍କ ପାଖକୁ ଆସି ଆପଣଙ୍କୁ ଚକିତ କରାଇ ପାରନ୍ତି । ଆପଣ ନିଜ ଇଚ୍ଛା ଅନୁସାରେ ଖୁବ ଭଲ ପରିଣାମ ପାଇବେ । ଆପଣଙ୍କ ଅନେକ ଦିନର କେସ ଆଜି ତୁଟି ଜୀବ ଯାହା ପାଇଁ ଆପଣଙ୍କ ମାନଶୀକ ଚିନ୍ତା ଖୁବ ମାତ୍ରା ରେ କମି ଜୀବ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...