ଆଜିର ରାଶିଫଳ ସୋମବାର ୦୭ ଜୁନ ୨୦୨୧

ମେଷ: ଆପଣ ଆପଣଙ୍କ ପରିବାର ଲୋକଙ୍କ ଆସା ପୂରଣ କରିବେ । ଆପଣଙ୍କ ସାମାଜିକ କାମରେ ମନ ଲାଗିବ । ଏହି କାମ ପାଇଁ ଆପଣ ସବୁବେଳେ ସମ୍ମାନ ପାଇବେ । ଆଜି ଆପଣ କିଛି ଲୁଗା କିମ୍ବା କିଛି ଗହଣା କିଣିବାର ଯୋଗ ଅଛି । ସରକାରୀ ଲୋକମାନଙ୍କୁ ଏହି ସମୟ ରେ ଖୁବ ଲାଭ ଦେବ । ଆପଣଙ୍କ ଦରମା ବଢି ପାରେ କିମ୍ବା ଆପଣ କିଛି ନୂଆ ଜାଗାରେ କାମ କରି ପାରନ୍ତି, ଯେଉଁ ଜାଗାରେ କାମ କରିବା ଆପଣଙ୍କ ସ୍ଵପ୍ନ ଥିବ । ଆପଣଙ୍କ ସଂଘର୍ଷ ବଢିଯିବ ଓ କାମ ପୂରଣ କରିବା ପାଇଁ ଆପଣଙ୍କୁ ଖୁବ ପରିଶ୍ରମ କରିବାକୁ ପଡିବ । ଭଗବାନ ଶିବଙ୍କ ମନ୍ତ୍ର ଆପଣ ଜପ କରନ୍ତୁ ଏହା ସହ ଆପଣ ୧୧ ଟି ବେଳ ପତ୍ର ନେଇ ଭଗବାନ ଶିବଙ୍କୁ ଚଢାନ୍ତୁ । ଆପଣଙ୍କ ମାନଶୀକ ସ୍ଥିତି ଭଲ ରହିବା ସହ ଆପଣ ଖୁବ କମ ସମସ୍ୟାରେ ପଡିବେ ।
ମିଥୁନ: ଆପଣ କିଛି ସାମାଜିକ କାମରେ ନିଜ ପଇସା କିମ୍ବା ନିଜ ମତ ଦେବେ । ଆପଣଙ୍କୁ ସରକାରୀ କର୍ମ ଚାରି ମାନଙ୍କ ପାଖରୁ ଖୁବ ସାହାଜ୍ଯ ମିଳିବ କାରଣ ଆପଣଙ୍କ ଅଧୁରା କାମ ଏବେ ପୁରା ହେବାକୁ ଯାଉଛି । ଆପଣ ଙ୍କ ପୁରୁଣା କାମ ହୋଇ ଯିବା ସମୟରେ ଆପଣଙ୍କ ବର୍ତ୍ତମାନ ର କାମ ଅଟକି ଜୀବ । ଆପଣ ନିଜ ଧାର୍ଯ୍ୟ ର ସହ ପ୍ରତେକ କାମ କରନ୍ତୁ । ଆପଣଙ୍କ ଦେହ ସାମାନ୍ଯ ଖରାପ ରହି ପାରେ । ଜେଭଳି ମୁଣ୍ଡ ବିନ୍ଧିବା କିମ୍ବା ଥକା ଲାଗିବା ଭଳି ଟିକେ ଦେହ ଖରାପ ରହି ପାରେ । ଯଦି ଆପଣ ଆଗରୁ କିଛି ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଗୋଟେ କାମ କରିବେ ନିଜକୁ କିଛି ଚିନ୍ତା ଦେବେନି ।
ସିଂହ: ଆପଣଙ୍କ ଦିନ ଆତ୍ମବିଶ୍ଵାସରେ ଭରା ପୁରା ଦିନ ରହିବ । ଆପଣ ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ଏହା ଠିକ ସମୟ ନୁହେଁ । ଚୋରୀ କିମ୍ବା କିଛି ଦୁର୍ଘଟଣା ର ଭୟ ଆଜି ରହିବ । ଏହି ସମୟ ଭିତରେ ଆପଣ କିଛି ଭଲ କାମ କରି ପାରିବେ । ଆପଣ ନିଜ ବିରୋଧୀ ମାନଙ୍କୁ ମଧ୍ୟ ହରାଇ ବାର କ୍ଷମତା ରଖିବେ । ଆଜି ଆପଣ ନିଜ କ୍ଯାରିୟର ପାଇଁ ଖୁବ ଅଧିକ ପରିଶ୍ରମ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣ ମାଛ ମାନଙ୍କୁ ଅଟାର ଗୁଲା କରିକି ଖାଇବା ପାଇଁ ଦିଅନ୍ତୁ । ଦେଖିବେ ରୋଜଗାର ରେ ନିଶ୍ଚିତ ଭାବେ ଭଲ ଫଳ ମିଳିବ ।
ତୁଳା: କିଛି କାମକୁ ନେଇକି ଆପଣଙ୍କ ମନରେ କିଛି ନୂଆ ବିଚାର ଆସିପାରେ । କିଛି ପଦକ୍ଷେପ ଠିକ ହୋଇ ପାରେ କିଛି ଭୁଲ ହୋଇ ପାରେ । ଆପଣଙ୍କ ସାହାଶ ଓ ଆପଣଙ୍କ ଚିନ୍ତା ଧାରା ଆପଣଙ୍କ ଚିନ୍ତା ଧାରାକୁ ଖୁବ ଆଗକୁ ନେଇକି ଯାଇ ପାରେ । ଆପଣ ନିଜ କାମ କିମ୍ବା ନିଜ ଚିନ୍ତା କୁ ଅନ୍ୟ ମାନଙ୍କ ପାଇଁ ବଦଳେଇବା ଆବଶ୍ୟକ ନାହିଁ । ଆପଣ ଖୁବ ବିବାହ କିମ୍ବା ବ୍ରତ ଘର ରେ ଅନେକ ଦାନ ପୂଣ୍ୟ କରିବେ ।
ଧନୁ: କାମ କାର୍ଯ୍ୟରେ ପରିସ୍ଥିତି ଖୁବ ଭଲ ରହିବ । ଆପଣଙ୍କୁ କିଛି ବିପରୀତ ପରିସ୍ଥିତିରେ ନିଜ ପିତାଙ୍କ ସାହାଜ୍ଯ ମିଳିବ । ଆପଣଙ୍କୁ ଏହି ସମୟରେ ଖୁବ ଫାଇଦା ମିଳିବ । ଆପଣ ସବୁ ଅଧୁରା କାମକୁ କରିବେ । ଆଜି ଆପଣ କିଛି ଦିଆ ନିଆ କାରବାର ଠାରୁ ନିଜକୁ ବଞ୍ଚେଇ କରି ରଖନ୍ତୁ । କିଛି ଲୋକ ମାନେ ଆପଣଙ୍କ ବନ୍ଧୁ ଓ ଆପଣଙ୍କ ଭିଆତରେ ଝଗଡା କରେଇବା ପାଇଁ ଚେଷ୍ଟା କରେଇବେ । ଆପଣ ଜଳରେ କିଛି କ୍ଷୀର ମିଶାଇକି ଅର୍ପଣ କରନ୍ତୁ ଶିବ ଭଗବାନ ଙ୍କୁ ଦେଖିବେ କୁବ ଜଲ୍ଦି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ଜୀବ ।
କୁମ୍ଭ: ଆପଣଙ୍କ ଦ୍ଵାରା ଚିନ୍ତା କରା ଯାଇଥିବା ସବୁ କାମ ସଫଳ ହେବ । ଆଜି ଆପଣଙ୍କୁ ନିଜ ସହ ଥିବା କିଛି କାମରେ ସଫଳତା ମିଳିବ । ଆପଣ ନିଜ ଘର ଭଡା ଦେଇ ପାରନ୍ତି । ଆପଣଙ୍କ କାମ କୁ ନେଇକି ବାଦ ବିବାଦ ହେବାର ଖୁବ ସମ୍ଭାବନା ରହିଛି । ଆପଣ ଆଜି କିଛି ଭଲ ଜିନିଷ ଉପହାର ରେ ପାଇ ପାରିବେ । କିଛି ଲୋକମାନେ ଯେଉଁ ମାନେ ଆପଣଙ୍କୁ ଭଲ ପାନ୍ତି ନି ସେମାନେ ଆପଣଙ୍କୁ ଅନେକ ପ୍ରଲୋଭନ ଦେଖାଇ ପାରନ୍ତି । ଏହା ଆପଣଙ୍କ ଉପରେ ରହିବ କି ଆପଣ ନିଜ ମନର କଥା ଶୁଣିବେ କି ସେମାନଙ୍କ କଥା । ଦେଖି ଚାହିଁ ନିସ୍ପତି ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...