କ ନୂଆଗାଁ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା କ ନୂଆଗାଁ ଥାନା ପୋଲିସ ପକ୍ଷରୁ ପେଟ୍ରୋ ଲିଙ୍ଗ ବେଳେ 20 ଲିଟର ଦେସି ମଦ ଚୋରା ଚାଲାଣ ଅଭିଯୋଗରେ ଓଡି 12 C 7526 ବାଇକ ସହ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି l ଅଭିଯୁକ୍ତ ଜଣଙ୍କ ହେଲେ ବରୁଣ ପ୍ରଧାନ l ସେ ଅପରାହ୍ନରେ ବାଇକ ଯୋଗେ 20 ଲିଟର ଦେସି ମଦ ଜାର ଧରି ଅନ୍ଧାର କୁଟି ରାସ୍ତାରେ ଯାଉଥିବା ବେଳେ ଏସ ଆଇ ଅଶୋକ କୁମାର ତ୍ରିପାଠୀ କାବୁକାରୀ ଥାନରେ ଅଟକ ରଖି ପଚାର ଉଚରା କରି l ଅଭିଯୁକ୍ତ ବିରୋଧ ରେ 108/25 ଓଡିଶା ଏକ୍ସ ସାଇଜ ଅକଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇ ଛନ୍ତି l
ରିପୋର୍ଟ- ସାମୁଏଲ ପ୍ରଧାନ
