ବାଲିଗୁଡ଼ା-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହାଇସ୍କୁଲ ୨ ହଜାର ୬ ମେଟ୍ରିକ ବ୍ୟlଚର ବନ୍ଧୁ ମିଳିନ କାର୍ଯ୍ୟକ୍ରମ ଦମଦେଇ ନାଳ ଠାରେ ଅନୁଷ୍ଠିତ ହୋଇଛି l ଦୀର୍ଘ ୧୯ ବର୍ଷ ପରେ ପ୍ରଥମ ଥର ଏକାଠି ହୋଇ ଥିଲେ ସମସ୍ତ ବନ୍ଧୁ l ହେଲେ ଦୀର୍ଘ ବର୍ଷ ଧରି ଜିଲ୍ଲା ଓ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବନ୍ଧୁ ମାନେ ଗୋଟିଏ ଦିନ ବାହାର କରି ଏକାଠି ହୋଇ ନିଜର ବାଲ୍ୟ ସମୟରେ ଅତିବାହିତ କରିଥିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ l ଏବଂ ୨ହଜାର୬ ବ୍ୟାଚରେ ଯେଉଁ ଶିକ୍ଷକ ମାନେ ଶିକ୍ଷା ଦାନ କରୁଥିଲେ ସମସ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରରେ ଶିକ୍ଷକ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରଜତ ସାହୁ, ସୋମ୍ୟରଞ୍ଜନ ନାୟକ,ସାମୁଏଲ ପ୍ରଧାନ,ଅଜିତ ଗୌଡ଼,କାର୍ତିକ ପଟ୍ଟନାୟକ, ପ୍ରିୟବ୍ରତ ମଲିକ, ଅମୁଲ୍ୟ ଲେଙ୍କା, ସମ୍ପଦ ଦାସ, ସରୋଜ ବେହେରା, ସୁନଜ ସାହୁ, ସତୀଶ ସ୍ବାଇଁ, ଏମଡି ଇସାକ, ଅସିତ ସାହୁ, ସନ୍ତୋଷ ବାହେରା, ଦୟାନିଧି ଜେନା , ଅସିତ ସାହୁ,ମହେସ୍ବର ସ୍ବାଇଁ , ହେମନ୍ତ ନାୟକ, ଭରତ ନାୟକ, ସୂର୍ଯ୍ୟ ନାରାୟଣ ଦାସ, ରୂପକ ନାୟକ, ଶରତ ମହାରଣା, ଜିତେନ୍ଦ୍ର ବେହେରା, ଅଜିତ ମଲିକ, ସନ୍ତୋଷ ମଲିକ, ଅମିତ ପାଢ଼ୀ, ବିଭୁ ପ୍ରସାଦ ବିଶୋଇ, କାର୍ତିକ ପାତ୍ର, ସନାତନ ପାତ୍ର, ମିଥୁନ ସାହୁ, ଅଜିତ ସାହୁ, ଦୁର୍ଗା ମାଧବ ପାଢ଼ୀ,ଭୀମ,ଚିନ୍ମୟ ପାତ୍ର,ସୁନୀଲ ପାଢ଼ୀ, ବିଗ୍ନଶ୍ୱର ଦୋରା, ଖେତ୍ରବାସି ଦଳବେହେରା, ରାମ ବେହେରା, ରାଜେଦ୍ର,ରାଜେସ, ବିଭୁତି ନାୟକ, ଶରତ ମହାରଣା, ସଦାନନ୍ଦ ବରଡ଼, କାର୍ତିକ ପାତ୍ର,କରୁଣାକର କହଁର, ବିପିନ କୁମାର ପାତ୍ର, ମୁନି କହଁର ପ୍ରମୁଖ ଉପସ୍ଥିତ ରହିଥିଲେ l
ରିପୋର୍ଟ -ସାମୁଏଲ ପ୍ରଧାନ
