ନୂତନ ବିଡ଼ିଓଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କ ନୂଆଗାଁ ବିଜୁ ଜନତା ଦଳ

ବାଲିଗୁଡ଼ା-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାର ସୁଭ୍ରlଞ୍ଜଳି ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମରେ କ ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ,ଉପାଧକ୍ଷ୍ୟ ଧବଳେଶ୍ୱର ପାତ୍ର,ବ୍ଲକ ସଭାପତି ଭାଗ୍ୟବାନ ବେହେରା, ଯୁବ ସଭାପତି ସାମସିଂ ବେହେରା, ସହ ଦେବ ପାତ୍ର ଅରୁଣ ଦିଗାଲ, ଅଚୁତ ପାତ୍ର, ଗଦା ଧର ପାତ୍ର,ପଦ୍ମ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ -ସାମୁଏଲ ପ୍ରଧାନ

Comments
Loading...