ଏହାର ଚାହିଦା ଓ ଆବଶକ୍ୟତା ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ଯେଉଁମାନେ ଆମିଷ ଖାଉ ନାହାଁନ୍ତି ସେମାନଙ୍କ ଖାଦ୍ୟ ତାଲିକାରେ ପନୀର ପ୍ରସ୍ତୁତ ବ୍ୟଞ୍ଜନ ନିଶ୍ଚୟ ଥିବ। ପୁଷ୍ଟିସାର ମିଳିଥାଏ। ଏହାକୁ ନେଇ ଅନେକ ପ୍ରକାର ବ୍ୟଞ୍ଜନ। ପନୀର୍ ଟୀକା, ପନୀର୍ ପକୋଡା ପନୀର୍ ଭରତା, ଶାହି ପାନୀର୍ , ଚିଲ୍ଲି ପନୀର୍ , ବଟର୍ ପନୀର୍।
ଏହାର ସ୍ଵାଦ କିପରି ଆପଣମାନଙ୍କୁ କଣ ଅଛପା।
ବ୍ୟଞ୍ଜନ ପ୍ରସ୍ତୁତ ପୂର୍ବରୁ ପନୀର୍ ଖାଇଲେ ଯେପରି ଲାଗେ ବ୍ୟଞ୍ଜନ ପରେ କିଛି କଣ ପରିବର୍ତ୍ତନ ହୁଏ କି???
ପନୀରକୁ ଚୁହ୍ଲୀରେ ଅଧା ଘଣ୍ଟା କଣ ଘଣ୍ଟେ , ଦୁଇ ଘଣ୍ଟା ବସାଇଲେ ବି କଞ୍ଚା । ପନୀର ଓ ରୋଷେଇ ପରେ କିଛି ପରିବର୍ତ୍ତନ ହୁଏ କି ?? ସେହି ପନୀରକୁ ପାଣିରେ ଧୋଇ ଦେଲେ ତାହାର ରଙ୍ଗ ମଧ୍ୟ ବଦଳି ନଥାଏ। ଏପରିକି ତାହା ମଧ୍ୟରେ ହଳଦୀ ମଧ୍ୟ ପଶି ପାରିନଥାଏ । କଞ୍ଚା ପନୀର୍ ଯେପରି ପାଟିକୁ ଲାଗେ ଏସବୁ ବିଭିନ୍ନ ନାଁର ବ୍ୟଞ୍ଜନରେ ଥିବା ପନୀର୍ ର ସ୍ଵାଦ ଦେବୀ ଭଳି। ଖାଲି ମାମଲା ପରିବା butter ର ଯାହା ସ୍ଵାଦ। ଆଉ ଏହାର ହଜମ ହେବା ସମୟ ମଧ୍ୟ କିଛି କମ ନୁହେଁ। ଖାଦ୍ୟ ବିଶେଷଜ୍ଞ ଏହା ସମ୍ବନ୍ଧରେ ଅଧିକ ମାର୍ଗଦର୍ଶନ କରି ପାରିବେ ।