Share କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ୱେବ ମେଡ଼ିଆ ସଂଗଠନ ତରଫରୁ କରଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ପୀଠ ରେ ବିଶ୍ୱ ସାମ୍ବାଦିକ ଦିବସ ପାଳନ କରାଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଅଂଚଳର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ, ସମ୍ମାନିତ ଅତିଥି ତଥା ନର୍ଲା ୱେବ ମେଡ଼ିଆ ସଂଘ ର ସଭାପତି ଡୋଲାମଣୀ ସାହୁ, ସମ୍ପାଦକ ସୁବ୍ରତ ସାହୁ,ଧର୍ମେନ୍ଦ୍ର ରଣା. ଥିବାବେଳେ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଂଘ ଉପସଭାପତି ବୁଦ୍ଧେଶ୍ୱର ଚୌଧୁରୀ. ସହସଂପାଦକ ସୁଶାନ୍ତ ମଲ୍ଲିକ.ଉପଦେଷ୍ଟା ସାମ୍ବାଦିକ ପାୟାଧର ସାହୁ, ଏବଂ ସଙ୍ଘ ର ସମସ୍ତ ମେମ୍ବର କରୋନା କଟକଣା କୁ ଆଖିଆଗରେ ରଖି ସୋସିଆଲ ଡିଷ୍ଟାନ୍ସ ଏବଂ ମାସ୍କ ବ୍ୟବହାର କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ସଭା ଶେଷରେ ସଂଘ ର ଉନ୍ନତି ତଥା ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ସଂଘ ର ସଭାପତି ଡୋଳାମଣି ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଷାଙ୍ଗ କରିଥିଲେ ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ରୁ ବୁଦ୍ଧେଶ୍ୱର ଚୌଧୁରୀ ଙ୍କ ରିପୋର୍ଟ କୋଶଳ ନିୟୁଜ 0 4 Share FacebookTwitterWhatsAppEmailFacebook MessengerTelegramPrint