Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ :- ବରଗଡ଼,୦୯/୧୨: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ପୁରନ୍ଦର ସାହୁ । ଆଜି ସକାଳେ ବରଗଡ଼ ଭିଜିଲାନ୍ସ ଟିମ୍ ପୁରନ୍ଦର ସାହୁଙ୍କ ଘରେ ଚଢ଼ାଉ ଜାରି ରଖିଛି । ଦହିତା ପଞ୍ଚାୟତ କାର୍ୟ୍ୟାଳୟ ସମେତ ପଦ୍ମପୁର ସ୍ଥିତ ଘରେ ରେଡ୍ କରାଯାଇଛି । ଚଢ଼ାଉରେ ଭିଜିଲାନ୍ସର ୨ଟି ଟିମ୍ରେ ୨୨ ଜଣ ସଦସ୍ୟ ସାମିଲ ଥିବା ସୂଚନା ମିଳିଛି । 0 15 Share FacebookTwitterWhatsAppEmailFacebook MessengerTelegramPrint