Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ଗାଁ ନିକଟରେ ଥିବା ଚୁରାଗା ଡୋଙ୍ଗରି ଡାହାଣ ମୁଖ୍ୟ କେନାଳ ହୁଡା ନିକଟରେ ଗତକାଲି ମାଟି ଆଣିବାକୁ ଟ୍ରାକ୍ଟର ରେ ଶ୍ରମିକ କାମ କରୁଥିବା ଜଣେ ହଠାତ ମହିଳା ଙ୍କ ଉପରେ ମାଟି ଅତଡା ଧସି ପୋତି ହେବାରୁ ତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି ମୃତ ମହିଳା ବନ୍ଧକନା ଗ୍ରାମର ଶ୍ରମିକ ସୁଲୟା ମାଝୀ ୩୫ ବୋଲି ଜଣାପଡିଛି ପରେ ଏକ ଜେସିବି ରେ ମାଟି ହଟାଇ ତାଙ୍କ ମୃତ ଦେହ ବାହାର କରାଯାଇଛି ଖବର ପାଇ କଲମପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଓ ଗ୍ରାମବାସୀ ଶବ ଦେବାକୁ ମନା କରିଥିଲେ ବ୍ୟବଚ୍ଛେଦ କରିବାକୁ ପୋଲିସ ବୁଜାସୁଝା କରିବା ପରେ ମଧ୍ୟ ଶବ ହସ୍ତାନ୍ତର କରିବାକୁ ମନା କରିଥିଲେ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି କହିଥିବା ସୂଚନା ମିଳିଛି 0 7 Share FacebookTwitterWhatsAppEmailFacebook MessengerTelegramPrint