
ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେଣୁ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଦମକଳ ଗାଡି ପହଞ୍ଚିବା ବେଳକୁ ୭0% ଧାନ ପୋଡି ନଷ୍ଟ ହୋଇଯାଇଥିଲା ।କମଳଚନ୍ଦ ଜଣେ ଗରିବ ଚାଷୀ ହୋଇଥିବା ହେତୁ ଡଙ୍ଗରା ରାଜସ୍ଵ ବିଭାଗ ଏହାର ତଦନ୍ତ କରି ତାଙ୍କୁ ସରକାରୀ ସାହାଯ୍ୟ କିଛି ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।