
କୋଶଲ ନ୍ୟୁଜ୍ ବ୍ୟୁରୋ ; କଳାହାଣ୍ଡି, କେସିଙ୍ଗା : ମାନବ ସେବା ପାଇଁ ଉତ୍ସର୍ଗୀକୃତ କେସିଙ୍ଗା ତେରପନ୍ଥ ଯୁବ ପରିଷଦ ଦ୍ୱାରା ପରିଚାଳିତ ଆଚାର୍ଯ୍ୟ ତୁଲସୀ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ ଓଡିଶା ପ୍ରାଦେଶିକ ଜୈନ ସମାଜ ତେରପନ୍ଥୀ ସଭାପତି ଶ୍ରୀ ମୁକେଶ କୁମାର ଜୈନ ଏବଂ ଯନ୍ତ୍ରର ପ୍ରଯୋଜକ ସମାଜ ସେବୀ ଶ୍ରୀ ସଜନ କୁମାର ଅଗ୍ରୱାଲ ଙ୍କ ତ୍ୱତା ବଦନରେ “ବିକେ ଫୁଡ୍” କର କମଳରେ ଲୋକାର୍ପଣ ହେଲା । ଏହି ଅବସରରେ ଓଡ଼ିଶା ପ୍ରାଦେଶିକ ଜୈନ ସମାଜ ର ତେରପନ୍ଥ ସଭା ମନ୍ତ୍ରୀ ଶ୍ରୀ ଅନୁପ କୁମାର ଜୈନ, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ମନୋଜ ଜୈନ ଉପସ୍ଥିତ ଥିଲେ।