Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁଳେରଗୁଡା ଗ୍ରାମ ର ଜଣେ ବୃଦ୍ଧ ତିଳ ପୋର୍ତି (୬୦) ଆଜି ପାହାନ୍ତାରୁ ଗାଁ ନିକଟରେ ଥିବା ନାଲା କୁ ଶୌଚ ପାଇଁ ଯାଉଥିବା ବେଳେ ଅତର୍କିତ ଭାବେ ଜଙ୍ଗଲି ଭାଲୁ ଆକ୍ରମଣ ର ଶିକାର ହୋଇଛନ୍ତି ପରେ କୌଣସି ମତେ ଭାଲୁ କବଳରୁ ରକ୍ଷା ପାଇବା ପରେ ପରିବାର ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯିବା ନେଇ ଡାକ୍ତର ସୁଚନା ଦେଇଛନ୍ତି 0 8 Share FacebookTwitterWhatsAppEmailFacebook MessengerTelegramPrint