Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର:-ଜୟପୁର ହିନ୍ଦୁ ମହାସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ରୀରାମ ମୁଦୁଲି ଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ୟମ କରିବା କୁ ଅନୁରୋଧ କରିଥିଲେ। ହିନ୍ଦୁତ୍ବ ବିଚାରକ ପୂଜ୍ୟ ଗଙ୍ଗାଧର ନନ୍ଦ, ବ୍ଲକ ସଭାପତି ବହ୍ଲବ ପାଢି, ସନ୍ଦିପ ସାଇ ପାଣିଗ୍ରାହୀ, ଅଭିମନ୍ୟୁ ସୁନା, ବିଦ୍ୟାର୍ଥୀ ମହାସଂଘ ର ଶୁଭଙ୍କର ମିଶ୍ର,ସୁନିଲ ପାଣିଗ୍ରାହୀ,ବିଶ୍ବ ରଞ୍ଜନ ମହାନ୍ତି, ନିଖିଳ ସାହୁ,ସୁନିଲ କୁମାର ପାଢ଼ୀ,ସାଗର କୁମାର ମିଶ୍ର, ରାହୁଲ କୁମାର ନାୟକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଆଲୋଚନା ରେ ଭାଗ ନେଇଥିଲେ। ଶ୍ରୀରାମ ମୁଦୁଲି, ବହ୍ଲବ ପାଢି ଓ ସୁନିଲ ପାଣିଗ୍ରାହୀ ବୈଠକ କୁ ଆୟୋଜିତ କରିଥିଲେ। 0 22 Share FacebookTwitterWhatsAppEmailFacebook MessengerTelegramPrint