Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ମିନଗୁର ପଂଚାୟତ ଭାଲେଗା ବାଲେଶ୍ୱର ନାୟକ ଙ୍କ ଘରେ ଆଜି ସକାଲ -ଭିଜିଲାସନ୍ସ ଚଢ଼ାଉ କରିଛନ୍ତି l ସେ କୁଟୁରୁ ଖମାର ପଂଚାୟତ ରେ ପି ଇ ଓ ରେ କାର୍ଯ୍ୟରତ l ଭିଜିଲାସନ୍ସ ଟିମ ତାଙ୍କ ଘର ଏବଂ ଅଫିସ ସହିତ ଭବାନୀପାଟଣା ର ଗୋଦାମପଡ଼ା ତାଙ୍କ ତିନି ମହଲା ତାଙ୍କ ଘରେ ଚଢ଼ାଉ କରିଛନ୍ତି l ଭିଜିଲାସନ୍ସ DSP ଅନନ୍ତ ପ୍ରସାଦ ମଲ୍ଲିକ (ରାୟଗଡା ), ଇନିସ୍ପେକଟର ପ୍ରମିଳା ସୁନା (କଳାହାଣ୍ଡି ), ଇନିସ୍ପେକଟର ବାଙ୍କିମ ବବାଲି(ଜୟପୁର), ଇନିସ୍ପେକଟର ବି କେ ରୟ(ଜୟପୁର) ଚଢ଼ାଉ କରିଥିଲେ l ତାଙ୍କ କହିବା ଅନୁସାରେ ପି ଇ ଓ ଙ୍କ ଘରେ ତାଙ୍କ ନିଜ ପିତୃ ସମ୍ପତ୍ତି ଛାଡ ଅନ୍ୟ କିଛି ମିଳିନି l ସକାଳ 7 ଟାରୁ ଚଢ଼ାଉ ଜାରି ରହିଛି। 0 14 Share FacebookTwitterWhatsAppEmailFacebook MessengerTelegramPrint