Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ୨୯/୧୨/୨୦ ରାତି ପ୍ରାୟ ୧୦:୧୫ ସମୟରେ ବଲାଙ୍ଗୀର ସୁଦପଡା ରେଲୱେ ଫାଟକ ଠାରେ ଏକ ଦୁର୍ଘଟଣା ଘଟିଛି । ସୋନପୁର ଆଡୁ ଦୃତ ଗତିରେ ଆସୁଥିବା ଏକ ସ୍ଵିଫ୍ଟ ଡିଜାୟାର୍ ମାରୁତିକାର ଦୁଇଟି ବାଇକ୍ କୁ ଧକ୍କା ଦେଇ ରେଲୱେ ଫାଟକ ରେ ପିଟି ହୋଇଥିଲା। ଏହି ଦୁର୍ଘଟଣା ରେ ୩ଜଣ ବାଇକ୍ ଆରୋହୀ ଗୁରୁତର ରୂପେ ଆହତ ହେଇଛନ୍ତି। ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ର ନାମ ଓ ପରିଚୟ ପତ୍ର ମିଳିନଥିବା ବେଳେ ଉଭୟ ବାଇକ୍ ବଲାଙ୍ଗିରର ବୋଳି ଅନୁମାନ କରାଯାଇଛି ଓ ମାରୁତି କାର ର ନମ୍ବର (OD07M7686) ଅନୁଯାୟୀ ଗାଡି ମାଲିକର ନାମ ହେଉଛି ରାମକ୍ରିଷ୍ଣା ତ୍ରିପାଠୀ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି । 0 42 Share FacebookTwitterWhatsAppEmailFacebook MessengerTelegramPrint