Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ବେଲଖଣ୍ଡି : ଘାସିରାମ ଦୋରା ଉଚ୍ଚ ବିଦ୍ୟାଳୟ ବେଲଖଣ୍ଡି 1997 ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ପର୍ବ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ଦୂର ଦୂରାନ୍ତର ରୁ ସହପାଠୀ ମାନେ ନିଜ ନିଜ ପରିବାର ବର୍ଗ ସହିତ ଆସି ବନ୍ଧୁ ମିଳନ ପର୍ବରେ ଯୋଗ ଦେଇଥିଲେ l ଆଲୋଚନା ରେ ଅଂଶ ଗ୍ରହଣ କରି ସହପାଠୀ ମାନେ କିଭଳି ଆଗାମୀ ଦିନରେ ବନ୍ଧୁ ମିଳନ ଓ ସୁସମ୍ପର୍କ ବଜାୟ ରହିବ ସେ ଉପରେ ମତାମତ ପ୍ରକାଶ କରିଥିଲେ l ଏଥିରେ ଆୟୋଜିତ ହୋଇଥିବା ସଭାରେ ଘନଶ୍ୟାମ ଗହୀର ସଭାପତିତ୍ୱ କରିଥିବା ବେଳେ ଅଜିତ କୁମାର ରଥ, ରିଶାନ୍ତ ସାହୁ, ରାଜେନ୍ଦ୍ର ପଧାନ, କ୍ଷୀରସିନ୍ଧୁ ଚୌଧୁରୀ, ମନୋଜ ସାହୁ, ଭରତ ସାହୁ, ସୁବାଷ ଚୌଧୁରୀ , ନରେନ୍ଦ୍ର ସାହୁ, ସୁଧାଂଶୁ ଗହୀର, ଟୁକୁଚନ୍ଦ୍ର ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଭୀଷ୍ମ ଗହୀର, ତହସିଲ ସାହୁ, ସରୋଜ ଚନ୍ଦନ, ଗୋକୁଳ ଦୀପ, ଶୁଶାନ୍ତ ସାହୁ, ରୁକ୍ମଣ ସାହୁ, ଅବିନାଶ କୁମାର, ସୌମ୍ୟରଞ୍ଜନ ତାଣ୍ଡି, ରୋହିତ ମାଝୀ, ସରୋଜିନୀ ଭୋଇ, ନଳିନୀ ଚୌଧୁରୀ, ପୁଷ୍ପ ମାଝୀ, ସୀମା ଦୀପ ଯୋଗ ଦେଇଥିଲେ l ସଭା ଶେଷରେ ରିଶାନ୍ତ ସାହୁ ସମସ୍ତ ସହପାଠୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 0 8 Share FacebookTwitterWhatsAppEmailFacebook MessengerTelegramPrint