Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ :କଳାହାଣ୍ଡି : ବନ୍ଧୁକ ମୁନରେ ଚୋରି ମାସକ ମଧ୍ୟରେ କଳାହାଣ୍ଡି ରେ ଦୁଇଟି ବଡ଼ ଧରଣ ଚୋରି କିଛିଦିନ ପୂର୍ବରୁ ମୋଟେର ର ଠିକାଦାର ଘରୁ 40 ଲକ୍ଷ ରୂ ଅଧିକା ଓ ସୁନା ଗହଣା ଚୋରି ହେଲା ବେଳେ ଆଜି ଭବାନିପାଟଣା ବୋର୍ଡା ର ପେଟ୍ରୋଲ ଟ୍ୟାଙ୍କ ମାଳିକ ଅନିଲ ଜୈନ ଙ୍କ ଘରେ ବିଳମ୍ବିତ ରାତିରେ ଘରେ ପଶି ଡକାୟତି , 15 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେବା ସହ ସୁନା ଗହଣା ମଧ୍ଯ ଲୁଟିନେଲେ , ଘରର ସମସ୍ତଙ୍କୁ ବନ୍ଧୁକ ଦେଖାଇ ଲୁହା ଅସ୍ତ୍ର ରେ ଆକ୍ରମଣ କରି ଲୁଟି ନେଲେ ସବୁ , ପାଞ୍ଚ ଜଣ ଡକାୟତ ଆସି ଏହି ଡକାୟତି କରିଥିବା ସୂଚନା ମିଳିଛି ମାସେ ଭିତରେ ଦୁଇଟି ବଡ଼ ଧାରଣ ଚୋରି ଲୋକଙ୍କ ମନରେ ଭୟ ସୃଷ୍ଟି କଲା ଭିତରେ କଲାହାଣ୍ଡି ନୂଆ ପୋଲିସ ଆରକ୍ଷୀ ଅଧିକାରୀ ଙ୍କ ପାଇଁ ଚେଲେଞ୍ଜ ସୃଷ୍ଟି କରିଛି 0 21 Share FacebookTwitterWhatsAppEmailFacebook MessengerTelegramPrint