Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ଧର୍ମଗଡ଼ ପଞ୍ଚାୟତ କଲେଜ ପାଖରେ ସ୍କୁଟି ସହ ଟ୍ରାକ୍ଟର ଦୁର୍ଘଟଣା ହେବାରୁ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ରୁଦ୍ର ନାଏକ(୩୦) ଙ୍କ ଘଟଣା ସ୍ଥଳରେ ଦେହାନ୍ତ ହୋଇଛି । ଆଜି ବିଜୁ ଜନତା ଦଳ ତରଫରୁ ଭବାନୀପାଟଣା ଦଳୀୟ କାର୍ଯ୍ୟାଳୟ ଠାରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ଜନତା କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ, ଚିତ୍ତରଞ୍ଜନ ମଣ୍ଡଳ, ଟାଉନ ସଭାପତି ଧବଳେଶ୍ବର ମହାପାତ୍ର, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦକ ରବି ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଟିକେଲାଲ ସାହୁ, ସୁଧୀର ପଟ୍ଟନାୟକ, ପ୍ରଶାନ୍ତ ନାଏକ, ଉଦୟ ସୁନାନୀ, ସତ୍ୟବ୍ରତ ଦାସ, ଲବଣୀ ମହାନନ୍ଦ, ଅମିତ ଯାଦବ, ପ୍ରଦୀପ ପ୍ରଧାନ, ପ୍ରଦୀପ ଦାସ, ଅବଦୁଲ୍ କାଦିର, ପ୍ରତିଭା ଚୋହାନ, ଅଞ୍ଜଳି ନାଏକ, କ୍ଷୀରସିନ୍ଧୁ ନାଏକ, ନିହାର ଦାସ, ହରଦୀପ ସିଂହ ପ୍ରମୁଖ ଉପସ୍ଥିତ ରହି ରୁଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କର ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । 0 9 Share FacebookTwitterWhatsAppEmailFacebook MessengerTelegramPrint