Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଣ୍ଟାବାଞ୍ଜି: ସର୍ଗିଗୁଡା ର ଆଦିବାସୀ ଜମିକୁ ଅଣ ଆଦିବାସୀ ଜବର ଦଖଲ ପ୍ରତିବାଦରେ ଆଜି କଣ୍ଟାବାଞ୍ଜି ତହସିଲ ଅଫିସରେ କନ୍ଧସମାଜ ଜୁବ ସଙ୍ଗଠନ ଜିଲ୍ଲା ସଭାପତି। ସୁରେସ ଭୋଇ , ଉପସଭାପତି ଧନେଶ୍ୱର ମାଝୀ , ସମ୍ପାଦକ ଡିଙ୍ଗର ଭୋଇ ,କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର ,ଙ୍କ ,ନେତ୍ରୁତରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା ଉକ୍ତ ଧାରଣାରେ ତୁରେକେଲା ବ୍ଲକ ସଭାପତି ଶ୍ରୀ ଜୟଗୋପାଲ ଭୋଇ ,ଓ ସମ୍ପାଦକ ଗୋପାଲ ସିଂହ ଭୋଇ ,ସଇତଲା ବ୍ଲକ ଉପସଭାପତି ରାଜେନ୍ଦ୍ର ଭୋଇ ,ଓ ସମ୍ପାଦକ ଖୁସିରାମ ଜାନୀ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ସିଂ ଭୋଇ, ଓ ସହ ସମ୍ପାଦକ ସନ୍ୟାସୀ ଭୋଇ, ଉପସ୍ଥିତ ଥିଲେ ! ସୁଚନା ଅନୁସାରେ ସର୍ଗିଗୁଡା ଗ୍ରାମର ଜଣେ ଅଣ ଆଦିବାସୀ ଯୋର ଜବର ଦାଖଲ କରି ,( ଦାଦାଗିରି କରି ) ଘର ନିର୍ମାଣ କରୁଥିବାର ଅଭିଯୋଗ ହୋଇଛି ! ଉକ୍ତ ଘଟଣାରେ କଣ୍ଟାବାଞ୍ଜି ତହସିଲ ଦାର ଓ କଣ୍ଟାବାଞ୍ଜି ଆଇ ,ଆଇ,ସି , ଙ୍କୁ ଅନେକ ଥର ଲିଖିତ ଭାବେ ଅଭିଯୋଗ କଲାପରେ ମଧ୍ୟ ନ ସୁଣିବାରୁ କନ୍ଧ ସମାଜ ଯୁବ ସଙ୍ଗଠନ ପକ୍ଷରୁ ଆଜି କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଧାରଣା ବସିଛନ୍ତି। 0 15 Share FacebookTwitterWhatsAppEmailFacebook MessengerTelegramPrint