Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ଜାତୀୟ ରାଜପଥ ଠାରୁ 10 କିମି ଦୂର ଓ ଜିଲ୍ଲା ମୁଖ୍ୟ ସଦର ମହକୁମା ଠାରୁ ପ୍ରାୟ 30 କିମି ଦୂର ଧରମପୁର ଓ ଭାଟସିଂହ କୁ ନାହିଁ ଭଲ ରାସ୍ତା । 90% ଲୋକ କୃଷି ଉପରେ ନିର୍ଭର ଓ ପ୍ରତିଦିନ ଏହି ରାସ୍ତାରେ ନିଜର କୃଷିଜାତ ଦ୍ରବ୍ୟ ନେଇକି 30 କିମି ଦୂର ଦେବଗଡ଼ କିମ୍ବା 10 କିମି ଦୂର ବାଳମ କୁ ଆସିଥାନ୍ତି । ଉପାନ୍ତ ଅଞ୍ଚଳ ହେତୁ କୌଣସି ପ୍ରକାରର ଯାନବାହାନ ଚଳାଚଳ କରୁନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । 0 14 Share FacebookTwitterWhatsAppEmailFacebook MessengerTelegramPrint