Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କୁଲିଆମୁଣ୍ଡା ଜଙ୍ଗଲ ରେ ଶିକାର କରୁଥିବା ସମୟରେ ଦେସୀ ବନ୍ଧୁକ ରୁ ଗୁଳି ଫୁଟି ଜଣେ ଶିକାରୀ ର ମୃତ୍ଯୁ ହୋଇଛି I ମୃତକ ଜଣକ ସବିଗୁଡା ଗାଁର ସୁରେନ୍ଦ୍ର ରାଉତ ବୋଲି ଜଣା ପଡିଥିବା ବେଳେ ପାଞ୍ଚ ଜଣ ସାଙ୍ଗ ମାନଙ୍କ ସହ ଶିକାର କରିବା ଉଦ୍ଧେଶ୍ଯ ରେ ଜଙ୍ଗଳ କୁ ଯାଇଥିଲେ I ଏବଂ ଶିକାର କରୁଥିବା ସମୟରେ ସାଥିରେ ନେଇଥିବା ଦେଶୀ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀ ସୁରେନ୍ଦ୍ର ରାଉତ ଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ହିଁ ମୃତ୍ଯୁ ହୋଇଥିବା ସୂଚନା ରହିଛି । ତେବେ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 0 7 Share FacebookTwitterWhatsAppEmailFacebook MessengerTelegramPrint