Share କୋଶଲ ନ୍ୟୁଜ୍ ବ୍ୟୁରୋ : ସାଇକ୍ରିଷ୍ଣା କାଜୁ ମିଲ ମାଲିକ ଜି. ଗୋପାଳକ୍ରିଷ୍ଣା ରାଓ ଅଯୋଧ୍ୟା ରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ କୁ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨୭ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ, ବିଜେପି ର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଡାବୁଗାଁ ମଣ୍ଡଳ ସଭାପତି ରାଜ ଶେଖର ରାଓ, ସତ୍ୟନାରାୟଣ ଚୈ।ଧିରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ଗତ ୫ ତାରିଖ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସତ୍ୟଜିତ ମାଦଳା ଏବଂ ତାଙ୍କ ପିତାଙ୍କ ଶୋକାକୁଳ ପରିବାର ଙ୍କୁ ଯାଇ ସାକ୍ଷାତ କରି ଥିଲେ। ବିଭିନ୍ନ ଅଞ୍ଚଳରେ ନିଦ୍ଧି ସଂଗ୍ରହ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। 0 19 Share FacebookTwitterWhatsAppEmailFacebook MessengerTelegramPrint