ବର୍ଷା ଜଳର ସଂରକ୍ଷଣ କାର୍ଯ୍ୟକ୍ରମ

କୋଶଲ ନ୍ୟୁଜ୍ ବ୍ୟୁରୋ :  26/02/2021ରିଖ ବର୍ଷା ଜଳର ସଂରକ୍ଷଣ କାର୍ଯ୍ୟକ୍ରମ ଡିଜିଟାଲ ଅନଲାଇନ (webner)ମାଧ୍ୟମରେ ନେହୂର୍ ଯୁବ ସଂଗଠନ ଅନୁଗୋଳ ଓ କେନ୍ଦ୍ର ଜଳ ବିଭାଗ ତରଫରୁ ନେହୁରୁ ଯୁବ ସଂଗଠନ ଅନୁଗୋଳ ଅଫିସ ପରିସର ରେ ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପଜିଲ୍ଲାପାଳ ତପନ କୁମାର ଶତପଥୀ ନେହୂରୁ ଯୁବ ସଂଗଠନ ର ଯୁବ ସୋଞ୍ଜୋଜକ ପ୍ରଦୀପ କୁମାର ଶ୍ରୀ ବିମଳ ପ।ତ୍ରିକ ସାହା (ରାଜ୍ୟ ନିର୍ଦ୍ଦେଶକ)ଶ୍ରୀ ଦେବାଶିଷ ଚନ୍ଦ୍ର ଜଗଦେବ (APD)water shad)ଅନୁଗୋଳ ଓଡିଶା Miss ସ୍ଵ।ତି ନନ୍ଦ (Assistant Agri Engiri water shead angul odisha)ଶ୍ରୀ ପ୍ରସନ୍ନ କୁମାର ବେହେରା (ପରିବେଶ ବିତା ଏହି କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହି ସମସ୍ତ ବ୍ଲକ୍ ର ସଭାପତି ଓ ଉପସଭାପତି ଓ ସମସ୍ତ ସଦସ୍ୟ ପ୍ରାୟ ୧୦୦ ରୁ ଅଧିକ ଆଲୋଚନା ରେ ଭାଗ ନେଇଥିଲେ ।
ବର୍ଷା ଜଳର ସଂରକ୍ଷଣ କିପରି ଆମେ ବିଭିନ୍ନ ଉପାୟରେ ରକ୍ଷା କରିବା ସହିତ ତାହା ସମସ୍ତ ବ୍ଲକ୍ ମାଧ୍ୟମ ରେ ଉପଯୋଗ କରି ପୋଖରୀ ଛୋଟ ଛୋଟ ଜଳ ଭଣ୍ଡାର ଏହି ବିଭିନ୍ନ ପ୍ରଣାଳୀ ରେ ବର୍ଷା ଜଳର ଉପଯୋଗ କରିପାରିବା ମୁଖ୍ୟ ଅତିଥି ମାନେ ଡିଜିଟାଲ ପ୍ରଣାଳୀ ମାଧ୍ୟମ ରେ ସମସ୍ତ ଅନଲାଇନ ଥିବା ବ୍ଲକ୍ ର ସମସ୍ତ ସଦସ୍ୟ ଙ୍କ ସହିତ ଆଲୋଚନା କରିଥିଲେ ଏହି କାର୍ଯ୍ୟ କ୍ରମ କୁ ଅନୁଗୋଳ ନେହୁରୂ ଯୁବ ସଂଗଠନ ର ଯୁବ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଡିଜିଟାଲ ଅନଲାଇନ ମାଧ୍ୟମ ରେ (webner)ପ୍ରସାରିତ କରିବା ସହିତ କାର୍ଯ୍ୟ କ୍ରମ କୁ ଆଗେଇ ନେଇଥିଲେ ଏଥିରେ ନେହେରୁ ଯୁବ ସଂଗଠନ ର ତପନ କୁମାର ସାମଲ ସୁଶିଲ କୁମାର ସାହୁ ସୋରଜ୍ ନାୟକ ଲକ୍ଷ୍ମୀ ବେହେରା ପରିଚାଳନା ରେ ସାହାଯ୍ୟ କରିଥିଲେ ।
Comments
Loading...