Share କୋଶଲ ନ୍ୟୁଜ୍ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ନରସିଂହପୁର ଗ୍ରାମର ଜଣେ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଯୁବକ ଧନେଶ୍ୱର ସାହୁ। 11ବର୍ଷ ପୂର୍ବରୁ ପୁରୀର ଅନସୂୟା ନାମ୍ନୀ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଭଲ ପାଉଥିଲେ। ଏବେ ଧନେଶ୍ୱର ଅନୁସୂୟାଙ୍କୁ କଥା ଦେଇଥିବାରୁ ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟାନ୍ୟ ଖବର ପଢନ୍ତୁ ପାଚେରୀ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର Jun 8, 2021 ନୂଆ ଆଲୋକ ଦ୍ୱାରା ଅନ୍ନଦାନ କାର୍ଯ୍ୟକ୍ରମର ପଞ୍ଚମ ସପ୍ତାହ Jun 7, 2021 ଏଠାରେ ପ୍ରକାଶ କରାଯାଇ ପାରେ କି ଅନୁସୂୟା ପୁରୀର ଏକ ଦିବ୍ୟାଙ୍ଗ ଆଶ୍ରମରେ ରହନ୍ତି। ଏହି ଦିବ୍ୟାଙ୍ଗ ଦମ୍ପତି ଙ୍କର ନୂଆ ଆଲୋକ ପରିବାର ସର୍ବ ମଙ୍ଗଳ କାମନା କରିବା ସହ କିଛି ଅର୍ଥ ରାଶି ସହିତ ଏକ ବୃକ୍ଷ ପ୍ରଦାନ କରୁଛି। ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ତାଙ୍କର ଦାମ୍ପତ୍ୟ ଜୀବନକୁ ପୁଷ୍ପିଳ କରନ୍ତୁ। 0 52 Share FacebookTwitterWhatsAppEmailFacebook MessengerTelegramPrint