ଆଶା ଦିଦି ଏବଂ ଅଙ୍ଗନବାଡି ଦିଦି ଙ୍କ ଦ୍ଵାରା ସଚେତନତା ବାର୍ତା

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଜ୍ଞାପିତ ଅଞ୍ଚଳରେ ଆଜି ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ଭାଇରସ ସମ୍ବଦ୍ଧିୟ ସଚେତନତା ବାର୍ତା ଦିଆଯାଇଛି.ଆଶା ଦିଦି ଏବଂ ଅଙ୍ଗନବାଡି ଦିଦି ମନେ ସଚେତନତା ବାର୍ତା ବ୍ଲକ ବଜାରରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସଚେତନତା ବିଷୟରେ ଲୋକମାନଙ୍କୁ ବୁଝାଉଥିଲେ.

Comments
Loading...