Yearly Archives

2021

ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଜଣ ଥିବା
Read More...

ସରକାରୀ ସହାୟତା ରୁ ବଞ୍ଚିତ ବୃଦ୍ଧା କ୍ଷୀର ପୁଝାରୀ

ବଲାଙ୍ଗୀର : (କୋଶଲ ନ୍ୟୁଜ୍)-ସରକାର ଙ୍କ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି କିନ୍ତୁ କେତେକ ଯାଗାରେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ
Read More...

କାଶ୍ମୀରରେ ବିକ୍ଷୋଭ; ଇସ୍ରାଏଲ ପତାକା ପୋଡି

ଶ୍ରୀନଗର: ପାଲେଷ୍ଟାଇନର ଗାଜା ଅଞ୍ଚଳରେ ଚାଲିଥିବା ଇସ୍ରାଏଲ ଆକ୍ରମଣ ପ୍ରତିବାଦରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଭାଗରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋଭିଡ
Read More...

ଫେରିଲା କେରଳୀ ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ: ପାଲେଷ୍ଟାଇନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ପ୍ରାଣ ହରାଇଥିବା କେରଳୀ ମହିଳା ସୌମ୍ୟା ସନ୍ତୋଷୀଙ୍କ ମୃତଦେହ ଶନିବାର ଭାରତରେ ପହଞ୍ଚିଛି। କେରଳ ଇଡୁକି
Read More...

ମଙ୍ଗଳରେ ଅବତରଣ କଲା ଚୀନ୍‌ର ‘ଜୁରୋଙ୍ଗ୍‌’

ବେଜିଂ: ଚୀନର ମଙ୍ଗଳ ଅଭିଯାନ ସଫଳ ହୋଇଛି। ମଙ୍ଗଳ ଗ୍ରହ ପୃଷ୍ଠରେ ଚୀନ୍‌ର ମହାକାଶଯାନ ରୋଭର ‘ଜୁରୋଙ୍ଗ’ ଅବତରଣ କରିଛି। ଏଥିପାଇଁ ଏହା ଦୀର୍ଘ ୭ ମାସର ଯାତ୍ରା, ତିନି
Read More...

ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ; ଏପି ଓ ଅଲ୍‍ ଜଜିରା କୋଠା ଧୂଳିସାତ୍‍

ଜେରୁଜେଲମ: ହାମାସ୍‍ ଆତଙ୍କି ଆକ୍ରମଣର କଡା ଜବାବ ଦେବାକୁ ଯାଇ ଗାଜା ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ଆକ୍ରମଣେ ଗାଜାରେ
Read More...

ଆଜିର ରାଶିଫଳ ରବିବାର ୧୬ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ
Read More...

କୋଭିଡ୍ ମୁକାବିଲା: ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରକୁ ଘର ବୁଲି ଏହି ଟିମ୍
Read More...

ମାଛ ବଜାରରେ ଚଢ଼ାଉ ୬୦ କେ ଜିରୁ ଉର୍ଦ୍ଧ୍ବ ମାଛ ଜବତ

କରୋନା ସମୟରେ ସବୁଆଡେ ଲକଡାଉନ ସଟଡାଉନ ଚାଲିଥିବା ବେଳେ ଛେଣ୍ଡ ଅଞ୍ଚଳରେ ଥିବା ଚିନ୍ମୟ ବିଦ୍ୟାଳୟ ଛକରେ ଲୁଚା ଚୋରାରେ ମାଛ ବିକ୍ରି ହେଉଥିବା ବେଳେ କୌଣସି
Read More...

କରୋନାକୁ ମାତ୍ ଦେଲେ ୮୩ ବର୍ଷୀୟ ଶ୍ୟାମଘନ: ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଜିଲାପାଳ: ବିଭିନ୍ନ ମହଲରେ ଶୁଭେଚ୍ଛା

ବାଲିଗୁଡା:(କୋଶଲ ନ୍ୟୁଜ) : କୋଭିଡର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦୃଢ ମନୋବଳ ଯେ ଏହାକୁ ହରାଇ ପାରେ ଏଭଳି ଏକ ସନ୍ଦେଶ ଦେଇଛନ୍ତି କନ୍ଧମାଳ
Read More...